fbpx
BJD SKY
BJD SKY

ରାଜ୍ୟରେ ୮ ଲକ୍ଷରୁ ଅଧିକ ପଞ୍ଜୀକୃତ ବେକାରୀ

BJD

ଭୁବନେଶ୍ୱର,୨୨ ।୧୧(ଓଡିଶା ଭାସ୍କର): ରାଜ୍ୟରେ ବଢିଚାଲିଛି ବେକାରୀ ସଂଖ୍ୟା । ଅକ୍ଟୋବର ସୁଦ୍ଧା ୮ ଲକ୍ଷ ୯୬ ହଜାର ୮୩୮ ପଞ୍ଜୀକୃତ ବେକାରୀ ଅଛନ୍ତି । ଗତ ୬ ବର୍ଷରେ ୧୩ ଲକ୍ଷ ୬୬ ହଜାର ୧୧୬ ଜଣଙ୍କୁ ତାଲିମ ମିଳିଛି । ତାଲିମ ଦିଆଯିବା ପରେ ବେକାରୀ ମାନଙ୍କୁ ନିଯୁକ୍ତି ମିଳିଛି ।

ତେବେ ଆଜି ଗୃହରେ ବେକାରୀ  ସମସ୍ୟାକୁ ନେଇ ପ୍ରଶ୍ନ ପଚାରିଥିଲେ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ । ଯାହାର ଲିଖିତ ଉତ୍ତର ରଖିଛନ୍ତି ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ ।

Get real time updates directly on you device, subscribe now.