fbpx
BJD SKY
BJD SKY

କବାଡ଼ିଆରେ ପଡ଼ି ପଡ଼ି ଖତ ଖାଉଛି ଏକାଧିକ ୧୦୮ ଆମ୍ବୁଲାନ୍ସ, ଦେଖନ୍ତୁ ସ୍ୱତନ୍ତ୍ର ରିପୋର୍ଟ

BJD

ଓଡ଼ିଶା ଭାସ୍କର ବ୍ୟୁରୋ: ଗୋଟେ ପଟେ ରୋଗୀଙ୍କ ପାଖରେ ଠିକ୍ ସମୟରେ ଆମ୍ବୁଲାନ୍ସ ନ ପହଞ୍ଚି ପାରୁନଥିବା ବେଳେ ଅନ୍ୟପଟେ କବାଡ଼ିଆରେ ଏକାଧିକ ୧୦୮ ଆମ୍ବୁଲାନ୍ସ ପଡ଼ି ଖତ ଖାଉଛି । ଠିକ୍ ସମୟରେ ସେବା ନପାଇପାରି ରୋଗୀ ହନ୍ତସନ୍ତ ହେଉଛନ୍ତି ଓ ଏଠି ଖାସ ଜଙ୍ଗଲରେ ପଡ଼ିଛି ଏକରୁ ଅଧିକ ଆମ୍ବୁଲାନ୍ସ । କୁଆଡୁ ଏହିସବୁ ଆମ୍ବୁଲାନ୍ସ ଆସିଲା ଓ ପ୍ରଶାସନର ଏହା ଉପରେ ନଜର ପଡ଼ିଲାଣି କି ନାହିଁ ତାକୁ ନେଇ ଲୋକଙ୍କ ମନରେ ପ୍ରଶ୍ନ ଜାତ ହୋଇଛି । ପିପିଲି ନିକଟସ୍ଥ ଏକ କବାଡ଼ିଆରେ ଏହିଭଳି ଭାବରେ ଏକାଧିକ ଆମ୍ବୁଲାନ୍ସ ପଡ଼ି ପଡ଼ ଖତ ଖାଉଥିବା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.