Breaking: ଏପ୍ରିଲ୨ରୁ ସକାଳୁଆ ସ୍କୁଲ, ଅପରାହ୍ନ ୧୧ରୁ ୩ଟା ପର୍ଯ୍ୟନ୍ତ ଶ୍ରମିକଙ୍କୁ କାମ କରିବା ମନା

ଭୁବନେଶ୍ୱର: ରାଜ୍ୟରେ ଏପ୍ରିଲ ୨ରୁ ହେବ ସକାଳୁଆ ସ୍କୁଲ । ଗ୍ରୀଷ୍ମପବାହକୁ ଦୃଷ୍ଟିରେ ରଖି ସରକାରଙ୍କ ନିଷ୍ପତ୍ତି ।

ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା । ସକାଳ ୭ଟାରୁ ୯ଟା ପର୍ଯ୍ୟନ୍ତ ଚାଲିବ ଅଙ୍ଗନବାଡ଼ି କେନ୍ଦ୍ର ।

ଖରାରେ ଅଘୋଷିତ ବିଜୁଳି କାଟ ହେବନି ବୋଲି କହିଳେ ସୁରେଶ ପୂଜାରୀ । ଦିନ ୧୧ରୁ ଅପରାହ୍ନ ୩ଟା ଶ୍ରମିକଙ୍କୁ କାମ କରାଇବା ମନା ।