ଭୁବନେଶ୍ବରରେ ଲଜ୍ଜା, ଅଶ୍ଲୀଳ ଫଟୋ ଉଠାଇ ମା’ଝିଅଙ୍କୁ ଦୁଷ୍କର୍ମ!

ଭୁବନେଶ୍ବର: ରାଜଧାନୀରେ ଲଜ୍ଜା । ଭୁବନେଶ୍ବରରେ ମା ଏବଂ ଝିଅଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଅଶ୍ଲିଳ ଫଟୋକୁ ନେଇ କାଣ୍ଡ ଭିଆଇଥିବା ଜଣାପଡିଛି ।

ଏନେଇ ବଡ଼ଗଡ଼ ଥାନାରେ ମାମଲା ରୁଜୁ ହୋଇଛି । ଅଶ୍ଲୀଳ ଫଟୋ ଉଠାଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି ।

ଏନେଇ ପୀଡିତା ଥାନାରେ ଏତଲା ଦେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ ମଧ୍ୟ କରାଯାଇଛି । ତେବେ କେଉଁଠି ଏବଂ କେଉଁ ପରିସ୍ଥିତିରେ ହେଲା ତାହା ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ ।

ଏହି ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିବା ପରେ ଚର୍ଚ୍ଚାର ବିଷୟ ସାଜିଛି ।