fbpx

ଏକା ସାଙ୍ଗରେ ଉଠିଲା ମା’ପୁଅଙ୍କ କୋକେଇ, ଜାଣନ୍ତୁ ଏହି ଦୁଃଖଦ ଘଟଣା

ରାଜସ୍ଥାନ : ରାଜସ୍ଥାନ କୋଟାରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଏହି ଘଟଣାଟି ହେଉଛି ମା’ର ମୃତ୍ୟୁ ଖବର ପାଇବା ପାରେ ଆସୁଥିଲା ପୁଅ, ରାସ୍ତାରେ ଉଡିଗଲା ପୁଅର ପ୍ରାଣବାୟୁ । ୯୫ ପର୍ଷର ନଶ୍ଚି ବାଇଙ୍କର ଅଧିକ ବୟସ କାରଣରୁ ମୃତ୍ୟୁ ହୋଇଥିଲା । ତାଙ୍କ ପୁଅ ମୃତ୍ୟୁ ଖବର ପାଇବା ପରେ ମା’ଙ୍କୁ ଶେଷ ଦର୍ଶନ କରିବା ପାଇଁ ଆସୁଥିଲେ । ତେବେ ମହାବୀର ତାଙ୍କ ସାଙ୍ଗ ସହ ବାଇକରେ ଅସୁଥିବା ବେଳେ ତାଙ୍କ ସ୍ତ୍ରୀ ଓ ପୁଅ ଅନ୍ୟ ଏକ ସମ୍ପର୍କୀୟଙ୍କ ଗାଡିରେ ଆସୁଥିଲେ ।

ମହାବୀର ଆସୁଥିବା ବେଳେ ତାଙ୍କ ବାଇକ ଖସିଯାଇଥିଲା ରାସ୍ତାରେ ଫଳରେ ସେ ଛିଟିକି ପଡିଥିଲେ ତାଙ୍କ ଅବସ୍ତା ଗୁରୁତର ହୋଇଥିଲା । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ । ଚିକିତ୍ସା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା । ଏହା ପରେ ମହାବୀରଙ୍କ ଶବ ବ୍ୟବଚ୍ଛେଦ ପରେ ଘରକୁ ଅଣା ଯାଇଥିଲା । ଘର ନିକଟରେ ୨ଟି କୋଇଇଥିଲା ଗୋଟିଏ ମା’ର ଗୋଟିଏ ପୁଅର । ଏହି ଦୃଶ୍ୟ ଦେଖି ଗ୍ରାମରେ ଶୋକର ଛାୟା ଖେଳିଯାଇଥିଲା ।

Get real time updates directly on you device, subscribe now.