fbpx

ଓଡ଼ିଶାରେ ମୋଟର ଭେଇକିଲ ଟିକସ ଅବଧି ବୃଦ୍ଧି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ମୋଟର ଭେଇକିଲ ଟିକସ ପୈଠ ଅବଧି ବୃଦ୍ଧି ହୋଇଛି । ଅପଧି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ୨୦୨୨ ଜାନୁଆରୀ –ମାର୍ଚ୍ଚ କ୍ୱାଟର ପାଇଁ ପୈଠ ଅବଧି ବୃଦ୍ଧି ହୋଇଛି । ଆସନ୍ତା ଫେବ୍ରୁଆରୀ ୨୮ ତାରିଖ ପର୍ଯ୍ୟନ୍ତ ଅବଧି ବଢ଼ାଇଛନ୍ତି ରାଜ୍ୟ ସରକାର । ମାଲ ପରିବହନ ଗାଡ଼ି କୋଭିଡ଼ ପାଇଁ ସମସ୍ୟା ଭୋଗୁଥିବାରୁ ଏହାର ଅବଧି ବୃଦ୍ଧି କରାଯାଇଛି ।

Get real time updates directly on you device, subscribe now.