fbpx
BSKY
BJD MC SKY
BJD MS SKY

ମୁଖ୍ୟମନ୍ତ୍ରୀଙ୍କୁ ସାଂସଦ ଅପରାଜିତାଙ୍କ ଚିଠି

ଭୁବନେଶ୍ୱର,୧୨ ।୧୦(ଓଡିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ଚିଠି ଲେଖିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ଚିଠି ସହ କରୋନା କଟକଣା ଉଲ୍ଲଂଘନ ନେଇ ଅପରାଜିତା ଫଟୋ ମଧ୍ୟ ପଠାଇଛନ୍ତି । ନେତା, ମନ୍ତ୍ରୀ, ବିଧାୟକ ନିୟମ ଉଲ୍ଲଂଘନର ଫଟୋ ଓ ଭିଡିଓ ପଠାଇଛନ୍ତି । କୋଭିଡ ନିୟମ ଉଲ୍ଲଂଘନରେ ପକ୍ଷପାକ୍ଷିତା ନେଇ ଅପରାଜିତା ଅଭିଯୋଗ କରିଛନ୍ତିି ।

Get real time updates directly on you device, subscribe now.