ଭୁବନେଶ୍ୱରରେ ଚାଞ୍ଚଲ୍ୟ: ବ୍ୟବସାୟୀଙ୍କୁ ମାରି ଫିଙ୍ଗିଦେଲେ ଦୁର୍ବୃତ୍ତ

ଭୁବନେଶ୍ୱର: ବ୍ୟବସାୟୀଙ୍କୁ ମାରି ଫିଙ୍ଗିଦେଲେ ଦୁର୍ବୃତ୍ତ । ବାହାଦଲପୁର କେନାଲ ବନ୍ଧରୁ ମୃତଦେହ ଉଦ୍ଧାର କରିଛି ପୋଲିସ ।

ଯୁବକଙ୍କ ରକ୍ତାକ୍ତ ମୃତଦେହ ପୋଲିସ ଜବତ କରିଥିବାବେଳେ ମୃତଦେହକୁ ଦେଖି ହତ୍ୟା ସାନ୍ଦେହ କରାଯାଇଛି ।

ଖଣ୍ଡଗିରି ଓ ଏୟାରଫିଲ୍ଡ ଥାନା ପୋଳିସର ଛାନଭିନ୍ ଜାରି ରହିଛି । ଗତକାଲିଠାରୁ ମୃତ ଯୁବକଜଣକ ନିଖୋଜ ଥିଲେ ।