ରଜରେ ଖୋଲା ରହିବ ନନ୍ଦନକାନନ, ୧୭ ତାରିଖରେ ବନ୍ଦ ରହିବ ପ୍ରାଣୀ ଉଦ୍ୟାନ

ବାରଙ୍ଗ: ୧୬ ତାରିଖ ସୋମବାର ଖୋଲା ରହିବ ନନ୍ଦନକାନନ । ରଜ ପାଇଁ ଖୋଲା ରହିବ ନନ୍ଦନକାନନ ।

୧୭ ତାରିଖ ଦିନ ବନ୍ଦ ରହିବ ନନ୍ଦନକାନନ । ନନ୍ଦନକାନନ ପ୍ରାଣୀ ଉଦ୍ୟାଦ କର୍ତ୍ତୃପକ୍ଷଙ୍କ ସୂଚନା ।

ରଜ ଅବସରରେ ଖୋଲା ରହିବ ନନ୍ଦନକାନନ । ଏ ନେଇ ଉଦ୍ୟାନ କର୍ତ୍ତୃପକ୍ଷ ଦେଲେ ସୂଚନା ।