fbpx

ଆଜି ପ୍ରଚାର ମଇଦାନକୁ ଓହ୍ଲାଇବେ ନବୀନ

ବାଲେଶ୍ୱର,୨୮ ।୧୦(ଓଡିଶା ଭାସ୍କର): ଆଜି ଉପନିର୍ବାଚନ ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଜିଠୁ ୨ ଦିନିଆ ଭର୍ଚୁଆଲ ପ୍ରଚାର ଆରମ୍ଭ କରିବେ ନବୀନ । ଆଜି ତିର୍ତ୍ତୋଲରେ ଓ କାଲି ବାଲେଶ୍ୱରରେ ଭର୍ଚୁଆଲ ପ୍ରଚାର କରିବେ ବିଜେଡି ସୁପ୍ରିମୋ । ନବୀନ ନିବାସରୁ ଡିଜିଟାଲ ମାଧ୍ୟମରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ନବୀନ ଭୋଟ୍ ମାଗିବେ ।

Get real time updates directly on you device, subscribe now.