fbpx

ବଦଳିଲେ ନୟାଗଡ ଏସଡିପିଓ

ନୟାଗଡ,୧୦ ।୧୨(ଓଡିଶା ଭାସ୍କର): ନୟାଗଡ ପରୀ ହତ୍ୟା ମାମଲାରେ ବଦଳିଲେ ନୟାଗଡ ଏସଡିପିଓ । ଶୁଭେନ୍ଦୁ କୁମାର ସିହ୍ନା ହୋଇଛନ୍ତି ନୟାଗଡର ନୂଆ ଏସଡିପିଓ । ନୟାଗଡ ଏସଡିପିଓ ନିରଞ୍ଜନ ପାଢୀଙ୍କୁ କନ୍ଧମାଳ ଡିଏସପି ଭାବେ ବଦଳି କରାଯାଇଛି । ତେବେ ‘ପରୀ’ ହତ୍ୟା ମାମଲାରେ ବିବାଦରେ ଥିଲେ ନିରଞ୍ଜନ ପାଢୀ ।

Get real time updates directly on you device, subscribe now.