ଭିସୁଟର ଛାତ୍ରୀ ପକାଇବେନି ଓଢ଼ଣୀ, ନୂଆ ଆଡମିଶନ କରିଥିବା ପ୍ରଥମ ବର୍ଷ ପିଲାଙ୍କ ପାଇଁ ଜାରି ହେଲା ଡ୍ରେସ୍ କୋଡ୍
ଭିସୁଟର ଡ୍ରେସ୍ କୋଡ୍: ଛାତ୍ରୀଙ୍କୁ ଓଢ଼ଣୀ ମନା
ସମ୍ବଲପୁର: ଭିସୁଟ୍ ଛାତ୍ରଛାତ୍ରୀଙ୍କ ପାଇଁ ଜାରି ହେଲା ନୂଆ ଡ୍ରେସ୍ କୋଡ୍। ୨୦୨୫-୨୬ ଶିକ୍ଷାବର୍ଷରେ ଆଡମିଶନ କରିଥିବା ପ୍ରଥମ ବର୍ଷ ପିଲାଙ୍କ ପାଇଁ ଡ୍ରେସ୍ କୋଡ୍ ଜାରି ହୋଇଛି।
ଛାତ୍ରଛାତ୍ରୀମାନେ ଫର୍ମାଲ ପାଣ୍ଟ୍-ସାର୍ଟ ଓ ଛାତ୍ରୀମାନେ ସାଲୱାର କମିଜ୍ ପିନ୍ଧିବେ। ସୁରକ୍ଷା କାରଣରୁ ଛାତ୍ରୀମାନଙ୍କୁ ଓଢ଼ଣୀ ପରିଧାନ ପାଇଁ ବାରଣ କରାଯାଇଛି।