fbpx

ମେଡିସିନ୍ ପାଇଁ ୩ ଜଣଙ୍କୁ ନୋବେଲ ପୁରସ୍କାର

ନୂଆଦିଲ୍ଲୀ,୫ ।୧୦: ମେଡିସିନ୍ ପାଇଁ ଘୋଷଣା ହେଲା ୨୦୨୦ର ନୋବେଲ ପୁରସ୍କାର । ମେଡିସିନ୍ ପାଇଁ ୩ ଜଣଙ୍କୁ ମିଳିବ ନୋବେଲ ପୁରସ୍କାର । ଏହି ୩ ଜଣଙ୍କୁ ମିଳିତ ଭାବେ ନୋବେଲ ପୁରସ୍କାର ମିଳିବ । ତେବେ ସେହି ୩ ଜଣ ହେଉଛନ୍ତି –ହାର୍ଭେ ଜେ ଅଲଟର, ମାଇକେଲ ହଟନ, ଚାର୍ଲସ ଏମ ରାଇସ୍ । ହେପାଟାଇଟିସ୍-ସି ଭୂତାଣୁର ଆବିଷ୍କାର ପାଇଁ ଏହି ୩ ଜଣଙ୍କୁ ନୋବେଲ ପୁରସ୍କାର ମିଳିବାକୁ ଯାଉଛି ।

Get real time updates directly on you device, subscribe now.