fbpx

ନୋକିଆର ଆଣିଲା ସବୁଠୁ ଶସ୍ତା ସ୍ମାର୍ଟଫୋନ୍‌, ୩୨ ଜିବି ଇର୍ଣ୍ଟନାଲ୍‌ ଷ୍ଟୋରେଜ୍‌ ସହ ମିଳିବ ମିଡିଆଟେକ୍‌ର କ୍ୱାର୍ଡ ପ୍ରେସେସର୍

Advertisement

ମୁମ୍ବାଇ: ଖୁବ୍‌ଶୀଘ୍ର ଭାରତୀୟ ବଜାରରେ ପ୍ରବେଶ କରିବ ନୋକିଆର ଶସ୍ତା ସ୍ମାର୍ଟଫୋନ୍‌ । ମୋବାଇଲ୍‌ ୱାର୍ଲଡ କଂଗ୍ରେସ ୨୦୨୨ ଟେକ୍‌ ଇଭେଣ୍ଟ୍‌ରେ ନୋକିଆସି୨୧, ନୋକିଆସି୨୧ ପ୍ଲସ୍‌ ସାଥିରେ ନୋକିଆ ସି୨ର ଦ୍ୱିତୀୟ ସଂସ୍କରଣ ଲଞ୍ଚ୍‌ କରିଛି । ନୋକିଆର ଏହି ସି୨ ଦ୍ୱିତୀୟ ସଂସ୍କରଣର ମୂଲ୍ୟ ୟୁରୋପରେ ୭୯ ୟୁରୋ । ଭାରତୀୟ ମୁଦ୍ରାରେ ତାହା ୬,୫୦୦ ଟଙ୍କା । ତେବେ ଏହି ମୋବାଇଲଟି ଭାରତରେ କେବେ ଉପଲବ୍ଧ ହେବ ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ନୋକିଆର ଏହି ସ୍ମାର୍ଟଫୋନ୍‌ ନୀଳ ଓ ଧୂଷର ରଂଗରେ ବଜାରକୁ ଆସିଛି ।

ନୋକିଆର ଏହି ସି୨ ଦ୍ୱିତୀୟ ସଂସ୍କରଣ ସ୍କ୍ରିନ୍‌ ରହିଛି ୫.୭ ଇଞ୍ଚ୍‌ । ଏହାର ରିଜୋଲ୍ୟୁସନ୍‌ ୯୬୦ଞ୍ଚ୪୮୦ ପିକ୍ସଲ । ଏହି ସ୍ମାର୍ଟଫୋନ୍‌ରେ ମିଡିଆଟେକ୍‌ର କ୍ୱାଡ୍‌ ଏବଂ ପ୍ରେସେସର୍ ଦିଆଯାଇଛି । ଏହି ମୋବାଇଲ୍‌ରେ ୧ ଜିବି ଓ ୨ ଜିବିର ରାମ୍‌ ଥିବା ଅପ୍‌ସନ ରହିଛି । ଏହାର ଇର୍ଣ୍ଟନାଲ୍‌ ମେମୋରି ୩୨ ଜିବି । ଅତିରିକ୍ତ ଷ୍ଟୋରେଜ୍‌ ପାଇଁ ଏଥିରେ ମାଇକ୍ରୋ ଏସ୍‌ଡିକାର୍ଡ ସ୍ଲଟ୍‌ ଦିଆଯାଇଛ

Get real time updates directly on you device, subscribe now.