fbpx

ବିନା କୋଡିଭ୍ ଟେଷ୍ଟରେ ପୁରୀ ମନା

କୋଭିଡ୍ ଟେଷ୍ଟ ପରେ ପର୍ଯ୍ୟଟକମାନେ ହୋଟେଲରେ ପୃଥକବାସରେ ରହିବେ । ରିପୋର୍ଟ ନେଗେଟିଭ୍ ଆସିବା ପରେ ପର୍ଯ୍ୟଟକଙ୍କୁ ବୁଲିବାକୁ ଅନୁମତି ଦିଆଯିବ ।

ପୁରୀ, ୬ା୪ (ଓଡିଶା ଭାସ୍କର): ଏଣିକି ବିନା କୋଭିଡ୍ ଟେଷ୍ଟରେ ପର୍ଯ୍ୟଟକମାନେ ପୁରୀ ଯାଇପାରିବେ ନାହିଁ । ତେଣୁ ଆଜିଠାରୁ ପୁରୀ ରେଳଷ୍ଟେସନରେ ଆରଟିପିସିଆର ଟେଷ୍ଟ ଆରମ୍ଭ କରାଯାଇଛି ।

କୋଭିଡ୍ ଟେଷ୍ଟ ପରେ ପର୍ଯ୍ୟଟକମାନେ ହୋଟେଲରେ ପୃଥକବାସରେ ରହିବେ ।

ରିପୋର୍ଟ ନେଗେଟିଭ୍ ଆସିବା ପରେ ପର୍ଯ୍ୟଟକଙ୍କୁ ବୁଲିବାକୁ ଅନୁମତି ଦିଆଯିବ ।

୧୨ଟି ରାଜ୍ୟର ପର୍ଯ୍ୟଟକଙ୍କ ପାଇଁ ଏହି କଟକଣା ଲାଗୁ କରିଛନ୍ତି ଜିଲ୍ଲାପାଳ ।

ହୋଟେଲ ମାଲିକ ସଂଘଙ୍କ ସହ ଜିଲ୍ଲାପାଳଙ୍କ ଆଜି ଏନେଇ ଏକ ବୈଠକ ବସିଥିଲା ।

ହୋଟେଲ ଓ ରେସ୍ତୋରାଁ ଉପରେ ନଜର ରଖିବା ଜିଲ୍ଲାପାଳ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.