fbpx

ରାଜ୍ୟସଭା ଉପ-ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର: ରାଜ୍ୟସଭା ଉପନିର୍ବାଚନ ପାଇଁ ଆଜି ପ୍ରକାଶ ପାଇଛି ବିଜ୍ଞପ୍ତି । ବିଧାନସଭା ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜିଠୁ ଜୁନ୍ ୨ ତାରିଖ ଯାଏଁ ନାମାଙ୍କନ ଦାଖଲ କରିବାର ସମୟ ରହିଛି । ୨ ଜୁନ୍ ନାମାଙ୍କନର ଶେଷ ତାରିଖ ରହିଛି ।

୩ ଯାଞ୍ଚ ଓ ୬ଜୁନ୍ ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ । ଜୁନ୍ ୧୩ ତାରିଖରେ ଉପ-ନିର୍ବାଚନ ହେବ । ତେବେ ସାଂସଦ ପଦରୁ ସୁବାସ ସିଂଙ୍କ ଇସ୍ତଫା ପରେ ରାଜ୍ୟସଭା ଖାଲି ପଡିଛି ।

Get real time updates directly on you device, subscribe now.