fbpx

ଲୋକସଭା ପରେ ଏବେ ରାଜ୍ୟସଭାର ୪୫ ସାଂସଦ ନିଲମ୍ବିତ, ଗୋଟିଏ ଦିନରେ ୭୮ ସାଂସଦ ନିଲମ୍ବିତ

ନୂଆଦିଲ୍ଲୀ: ଲୋକସଭା ପରେ ଏବେ ରାଜ୍ୟସଭାରେ ଆଜି ୪୫ ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଛି । ଏହି ସମସ୍ତ ସାଂସଦଙ୍କୁ ଲୋକସଭାରେ ସୁରକ୍ଷାଗତ ତ୍ରୁଟି ମାମଲାରେ ହଙ୍ଗାମା କରିଥିବା ନେଇ ନିଲମ୍ବନ କରାଯାଇଛି ।

ଏହା ପୂର୍ବରୁ ଆଜି ଲୋକସଭାରେ ୩୩ ସାଂସଦ ନିଲମ୍ବିତ ହୋଇଥିଲେ । ଗତ ସପ୍ତାହରେ ବି ମୋଟ ୧୪ ସାଂସଦ ନିଲମ୍ବିତ ହୋଇଥିଲେ । ଏହି ପ୍ରକାରରେ ଶୀତ ଅଧିବେଶନରେ ଏ ପର୍ଯ୍ୟନ୍ତ ମୋଟ ୯୨ ଜଣ ସାଂସଦ ନିଲମ୍ବିତ ହୋଇସାରିଲେଣି ।

Get real time updates directly on you device, subscribe now.