• Likes
  • Followers
  • Subscribers
  • Followers
  • Android App
  • Wednesday, September 10, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI SEPT 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • Breaking News
  • Microsoft ୟୁଜର୍ସ ଏଣିକି ବିନା ପାସୱାର୍ଡରେ କରିପାରିବେ ସାଇନ୍-ଇନ୍, ଜାଣନ୍ତୁ ପ୍ରୋସେସ୍

Microsoft ୟୁଜର୍ସ ଏଣିକି ବିନା ପାସୱାର୍ଡରେ କରିପାରିବେ ସାଇନ୍-ଇନ୍, ଜାଣନ୍ତୁ ପ୍ରୋସେସ୍

By Manas Pradhan Last updated Sep 17, 2021 at 12:29 PM
Share

ନୂଆଦିଲ୍ଲୀ: ଯଦି ଆପଣମାନେ ଭାବୁଥାନ୍ତି ପାସୱାର୍ଡ ବ୍ୟବହାର କଲେ ଆପଣଙ୍କର ମାଇକ୍ରୋସଫ୍ଟ ଆକାଉଣ୍ଟ ସୁରକ୍ଷିତ ରହିବ, ତେବେ ତାହା ଆପଣଙ୍କର ଭୁଲ୍ ଧାରଣା । ଯେ କେହି ବି ଆପଣଙ୍କର ପାସୱାର୍ଡ ଅନୁମାନ କରି ଚୋରି, ଫିସ୍ ଆଦି କରିପାରିବେ । ଅନେକ ଲୋକ ପାସୱାର୍ଡକୁ ମନେରଖି ପାରନ୍ତି ନାହିଁ । ତେଣୁ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ମାଇକ୍ରୋସଫ୍ଟ ପାସୱାର୍ଡଲେସ୍ ସାଇନ-ଇନ୍ ଅପ୍ସନ ନେଇ ଆସିଛି । କମ୍ପାନୀ ନିଜର ୟୁଜର୍ସମାନଙ୍କୁ ବିନା ପାସୱାର୍ଡରେ ସାଇନ-ଇନ୍ କରିବାର କଣ୍ଟ୍ରୋଲ ଦେବାକୁ ଯାଉଛି । ୟୁଜର୍ସ ଏଣିକି ନିଜ ଆଉଟଲୁକ୍ ଆକାଉଣ୍ଟରେ ସାଇନ୍-ଇନ୍ କରିପାରିବେ ବୋଲି ମାଇକ୍ରୋସଫ୍ଟ ପକ୍ଷରୁ ଘୋଷଣା କରାଯାଇଛି ।

ପୂର୍ବରୁକେବଳ କମର୍ସିଆଲ ୟୁଜର୍ସଙ୍କ ପାଇଁ ସାଇନ-ଇନ୍ ଅପ୍ସନ ଉପଲବ୍ଧ ଥିଲା । ମାତ୍ର ଏବେ ଏହି ଫିଚର ମାଇକ୍ରୋସଫ୍ଟ ଆକାଉଣ୍ଟ ପାଇଁ ଆରମ୍ଭ କରାଯିବ । ଏହି ପ୍ରୋସେସ ମାଧ୍ୟମରେ ୟୁଜର୍ସଙ୍କୁ କମ୍ପାନୀ ସୁରକ୍ଷା ପ୍ରଦାନ କରିବାକୁ ଇଚ୍ଛା ପ୍ରକାଶ କରିଛି । ୟୁଜର୍ସମାନେ ପାସୱାର୍ଡ ବଦଳରେ ମାଇକ୍ରୋସଫ୍ଟ ଅଥେଣ୍ଟିକେଟର ଆପ ୱିଣ୍ଡୋଜ୍ ହେଲୋର ବ୍ୟବହାର କରିପାରିବେ ।

୧- ଆପଣ ସ୍ମାର୍ଟଫୋନରେ https://aka.ms/Authaapp କୁ ଯାଇ କିମ୍ବା ମାଇକ୍ରୋସଫ୍ଟ ଅଥେଣ୍ଟିକେଟର ଆପକୁ ଡାଉନଲୋଡ କରିବେ ।

ଆହୁରି ପଢନ୍ତୁ

Big Breaking : ଧରାପଡିଲା ସାର ଚୋର;…

ଜାଣିଛନ୍ତି! ଭାରତର 1000 ଟଙ୍କା ନେପାଳରେ କେତେ…

୨- ଏହାଫରେ ନିୟମାବଳୀ ଫଲୋ କରି ନିଜର ପରିଚୟ ପ୍ରଦାନ କରନ୍ତୁ । ନିଜର ମାଇକ୍ରୋସଫ୍ଟ ଆକାଉଣ୍ଟରେ ଏକ୍ଟ୍ରା ସିକ୍ୟୁରିଟି ଅପସନରେ ସାଇନ-ଇନ୍ କରନ୍ତୁ

୩- ପାସୱାର୍ଡ-ଫି ଆକାଉଣ୍ଟରେ ଟର୍ଣ୍ଣ ଅନ୍ ବାଛନ୍ତୁ । ଏହାପରେ ଆକାଉଣ୍ଟ ଭେରିଫାଏ କରିବା ପରେ ମାଇକ୍ରୋସଫ୍ଟ ଭାଲିଡେଟର ଆପରେ ପଠାଯାଇଥିବା ରିକୁଏଷ୍ଟକୁ ଗ୍ରହଣ କରନ୍ତୁ ।

Share

Prev Post

ଅର୍ଡର୍ କରିଥିଲେ ବର୍ଗର, ହେଲେ ଖାଇବା ବେଳେ ଭିତରୁ ବାହାରିଲା ଆଙ୍ଗୁଠି

Next Post

ବ୍ୟବସାୟରେ ସଫଳତା ପାଇବାକୁ ଚାହୁଁଥିଲେ ଆଜି ବିଶ୍ୱକର୍ମା ପୂଜାରେ କରନ୍ତୁ ନାହିଁ ଏହି ଭୁଲ, ହୋଇଯିବ ବଡ଼ କ୍ଷତି

You might also like More from author
Breaking News

Big Breaking : ଧରାପଡିଲା ସାର ଚୋର; କାର୍ଯ୍ୟରୁ ନିଲମ୍ବନ ହେଲେ କିର୍ମିରା ପାକ୍ସ ସମ୍ପାଦକ

Featured

ଜାଣିଛନ୍ତି! ଭାରତର 1000 ଟଙ୍କା ନେପାଳରେ କେତେ ହେବ? ହୋଶ୍ ଉଡ଼ାଇଦେବେ ଏ ସତ…

Breaking News

ଚାଞ୍ଚଲ୍ୟକର ଖୁଲାସା, ଟ୍ରମ୍ପ ନୁହେଁ, ଏ ବ୍ୟକ୍ତି ପାଇଁ ଭାରତ ଉପରେ ଲାଗିଛି 50 ପ୍ରତିଶତ ଟାରିଫ,…

Asia Cup

ଦିନେ ତାଲିବାନଙ୍କ ସହ ରହୁଥିଲେ, ଏବେ ଘାତକ ବୋଲିଂ ଓ ଦୁର୍ଦ୍ଦଶ ବ୍ୟାଟିଂରେ ସାଜିଛନ୍ତି ଏସିଆକପର…

Featured

ଏହି ସିନେମାରେ ଇମରାନ ହାସମିଙ୍କ ସହ ସୀମାପାର ରୋମାନ୍ସ କରି ଦିଗହରା ହେବେ ସେକ୍ସି କୁଇନ ଦିଶା,…

Featured

ଧର୍ମଶାଳାରେ ଆଉ ବାଜୁନି ଶଙ୍ଖ, ପଦ୍ମ ରଙ୍ଗରେ ରଙ୍ଗୀନ ହୋଇ ବିଜେପିର ଐତିହାସିକ ମହାମିଶ୍ରଣ ପର୍ବ ଓ…

Prev Next
Odisha Bhaskar

Recent Posts

୧୧ ବର୍ଷ ପରେ ଏହି ଟିମ୍ ବିପକ୍ଷରେ ଟି-୨୦…

ଅଭିଶପ୍ତ ଗାଁ, ଯେଉଁଠି…

Big Breaking : ଧରାପଡିଲା ସାର ଚୋର;…

ଜାଣିଛନ୍ତି! ଭାରତର 1000 ଟଙ୍କା ନେପାଳରେ କେତେ…

ବିଗୁଡୁଛି ପରିସ୍ଥିତି; କାଠମାଣ୍ଡୁ…

ଚାଞ୍ଚଲ୍ୟକର ଖୁଲାସା, ଟ୍ରମ୍ପ ନୁହେଁ, ଏ…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

Big Breaking : ଧରାପଡିଲା ସାର ଚୋର;…

ଜାଣିଛନ୍ତି! ଭାରତର 1000 ଟଙ୍କା ନେପାଳରେ କେତେ…

ଚାଞ୍ଚଲ୍ୟକର ଖୁଲାସା, ଟ୍ରମ୍ପ ନୁହେଁ, ଏ…

ଦିନେ ତାଲିବାନଙ୍କ ସହ ରହୁଥିଲେ, ଏବେ ଘାତକ…

Prev Next 1 of 27,999
© 2025 - TK Digital All Rights Reserved.