fbpx

ଏଣିକି ଘରୋଇ ସ୍କୁଲରେ ମାଗଣାରେ ପଢିବେ ଗରିବ ମେଧାବୀ

ଭୁବନେଶ୍ୱର: ଏଣିକି ଘରୋଇ ସ୍କୁଲରେ ମାଗଣାରେ ପଢିବେ ଗରିବ ମେଧାବୀ ପିଲା । ଏଥିପାଇଁ ୧୭ ହଜାର ୨୩୫ ଛାତ୍ରଛାତ୍ରୀ ଯୋଗ୍ୟ ବିବେଚିତ ହୋଇଛନ୍ତି । ୨୦୨୪-୨୫ ଶିକ୍ଷା ବର୍ଷ ପାଇଁ ଆରଟିଇ ପାରଦର୍ଶୀ ପୋର୍ଟାଲ ମାଧ୍ୟମରେ ଦରଖାସ୍ତ ହୋଇଥିଲା । ୩୦ ହଜାରରୁ ଅଧିକ ପିଲା ଏଥିପାଇଁ ଦରଖାସ୍ତ ଦେଇଥିଲେ । ପ୍ରଥମ ପର୍ଯ୍ୟାୟରେ ୧୭ ହଜାରରୁ ଅଧିକ ପିଲା ଚୟନ ହୋଇଛନ୍ତି । ଆରଟିଇ ବା ଶିକ୍ଷା ଅଧିକାରରେ ୨୫ ପ୍ରତିଶତ ମାଗଣା ସିଟରେ ପାଠପଢିବା ଲାଗି ସୁଯୋଗ ପାଇବେ ।

Get real time updates directly on you device, subscribe now.