fbpx
BSKY SKY
BSKY SKY

ବଢ଼ିଲା ଗୃହରକ୍ଷୀଙ୍କ ଭତ୍ତା: ଡ୍ୟୁଟି କଲ୍‌ ଅପ୍‌ ଭତ୍ତା ୩୮% ବୃଦ୍ଧି କଲେ ସରକାର

BSKY

ଭୁବନେଶ୍ୱର: ରାଜ୍ୟର ଗୃହରକ୍ଷୀମାନଙ୍କ ପାଇଁ ଖୁସି ଖବର। ଗୃହରକ୍ଷୀମାନଙ୍କ କଲ୍‌ ଅପ୍‌ ଭତ୍ତା ୩୮% ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତରେ ବସିଥିବା ବୈଠକ ପରେ ଏହି ନିଷ୍ପତି ନିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ବସିଥିବା ଏହି ବୈଠକରେ ଗୃହରକ୍ଷୀଙ୍କ ଦରମା ବୃଦ୍ଧିକୁ ଅନୁମୋଦନ ମିଳିଛି। ଜାରି ରହିଥିବା ମହଙ୍ଗା ମାଡ ଭିତରେ ଗୃହରକ୍ଷୀମାନେ ପୂର୍ବରୁ ମାସିକ ୯୦୦୦ ଟଙ୍କା ପାଉଥିଲେ। ଏହା ବର୍ତମାନ ବୃଦ୍ଧିପାଇ ଦୈନିକ ୪୧୬ ଟଙ୍କା ହୋଇଯିବ। ଏହା ବ୍ୟତୀତ ଅନ୍ୟସବୁ ଭର୍ତ୍ତା ପୂର୍ବଭଳି ରହିବ।

Get real time updates directly on you device, subscribe now.