fbpx

ପଞ୍ଚାୟତ ନିର୍ବାଚନ: ଅଧ୍ୟାଦେଶ ସମ୍ପର୍କିତ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ସତ୍ୟପାଠ ଜରିଆରେ ତଥ୍ୟ ଦେବେ । ଅପରାଧିକ ମାମଲା, ସମ୍ପତ୍ତି, ଶିକ୍ଷାଗତ ଯୋଗ୍ୟତାର ତଥ୍ୟ ବାଧ୍ୟତାମୂଳକ ରହିବ । ନାମାଙ୍କନ ପତ୍ର ଦାଖଲ ବେଳେ ପ୍ରାର୍ଥୀମାନେ ଏହି ତଥ୍ୟ ଦାଖଲ କରିବେ । ଆଉ ଯଦି ଯେଉଁ ପ୍ରାର୍ଥୀ ଭୂଲ ତଥ୍ୟ ଦିଅନ୍ତି ତାହେଲେ ୬ ମାସ ଜେଲ ଓ ଜୋରିମାନା ଦେବାକୁ ପଡ଼ିବ । ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସମସ୍ୟଙ୍କ ପାଇଁ ନିୟମ ଲାଗୁ ହେବ । ଏନେଇ ଆଜି ଅଧ୍ୟାଦେଶ ସମ୍ପର୍କିତ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ କରିଛି ଆଇନ ବିଭାଗ । ଏହା ଦ୍ୱାରା ଓଡ଼ିଶା ପଞ୍ଚାୟତ ଆଇନର ସଂଶୋଧନ କରାଯିବ ।

Get real time updates directly on you device, subscribe now.