ଭୁବନେଶ୍ୱର: ବିଦେଶୀ ଖାଇବେ ଓଡ଼ିଶା ଆମ୍ବ । ବିଦେଶକୁ ଆମ୍ବ ଯୋଗାଇବ ଓଡ଼ିଶା । ଏ ନେଇ ଏମଓୟୁ ସ୍ୱାକ୍ଷରିତ ହୋଇଛି । ପୂର୍ବରୁ ରାଜ୍ୟର ଅନେକ ସ୍ଥାନରୁ ଆମ୍ବ ବିଦେଶକୁ ରପ୍ତାନୀ ହୋଇଛି । ଗତ ବର୍ଷ ରାୟଗଡ଼ାରୁ ଆମ୍ବ ବିଦେଶକୁ ପଠାଯାଇଥିଲା ।
ରାଜ୍ୟ ସରକାରଙ୍କ ସହ ଏକ ଏନଜିଓ ସହ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ୧୫ ବର୍ଷ ପାଇଁ ଏମଓୟୁ ସ୍ୱାକ୍ଷରିତ ହୋଇଛି । ସ୍ୱାକ୍ଷରିତ ଅନୁଯାୟୀ, ଓଡ଼ିଶାର ଢେଙ୍କାନାଳ ଆମ୍ବ ବିଦେଶକୁ ରପ୍ତାନୀ କରିବ ।