• Likes
  • Followers
  • Subscribers
  • Followers
  • Android App
  • Wednesday, September 10, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI SEPT 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • Breaking News
  • ଅକ୍ଟୋବରର ଏହି ତାରିଖରେ ଖାତାକୁ ଆସିବ ‘ସୁଭଦ୍ରା’ ଟଙ୍କା, ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ଅକ୍ଟୋବରର ଏହି ତାରିଖରେ ଖାତାକୁ ଆସିବ ‘ସୁଭଦ୍ରା’ ଟଙ୍କା, ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

By Chinmayee Beura Last updated Sep 29, 2024 at 11:20 AM
Share

ଭୁବନେଶ୍ୱର: ରାଜ୍ୟ ସରକାର ମହିଳାମାନଙ୍କ ପାଇଁ ସୁଭଦ୍ରା ଯୋଜନାକୁ କାର୍ଯ୍ୟକାରୀ କରିଛନ୍ତି। ଏହି ଯୋଜନା ଅଧୀନରେ ମହିଳାମାନଙ୍କୁ ୧୦ କିସ୍ତି ମାଧ୍ୟମରେ ୫ ହଜାର ଟଙ୍କା ଅର୍ଥାତ ସମୁଦାୟ ୫୦ ହଜାର ଟଙ୍କା ମିଳିବ। ତେବେ ଏହି ଯୋଜନାକୁ ସେପ୍ଟେମ୍ବର ୧୭ ତାରିଖ ଦିନ କାର୍ଯ୍ୟକାରୀ କରାଯାଇଥିଲେ ସୁଦ୍ଧା କେତେକଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ଆସିନାହିଁ। ସେଥିପାଇଁ ସରକାର ଏନେଇ ବର୍ତ୍ତମାନ ତାରିଖ ଘୋଷଣା କରିଛନ୍ତି।

ସୂଚନାନୁଯାୟୀ, ଅକ୍ଟୋବର ୯ ତାରିଖରେ ମହିଳାଙ୍କ ଖାତାକୁ ଆସିବ ‘ସୁଭଦ୍ରା’ ଟଙ୍କା। ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ହିତାଧିକାରୀଙ୍କ ଖାତାକୁ ଆସିବ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏନେଇ ଘୋଷଣା କରିଛନ୍ତି। ଦଶହରାରେ ଏହି ଟଙ୍କା ମିଳିବ। ବାରିପଦାରୁ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅନୁଯାୟୀ, ୪୦ ଲକ୍ଷରୁ ଅଧିକ ମହିଳାଙ୍କୁ ଟଙ୍କା ଦିଆଯିବ। ୭ ତାରିଖ ସୁଦ୍ଧା ପଞ୍ଜିକରଣ କରିଥିବା ମହିଳାଙ୍କ ଟଙ୍କା ମିଳିବ। ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ୧୧ ହଜାର ମହିଳାଙ୍କୁ ମିଳିଥିଲା।

Share

Prev Post

ଡ୍ରାଇଭିଂ ଟେଷ୍ଟରେ କିଭଳି କରିବେ 8, ଏହି ଟିପ୍ସ ଫଲୋ କଲେ ମିଳିବ ଲାଇସେନ୍ସ

Next Post

(Video)ରାତିରେ ମଦ ପିଇ ଗାଡି ଚଲାଉଥିଲେ ସାବଧାନ ! ଏଇଠି ହେଉଛି ଚେକିଂ, ପୋଲିସ କରିବ…

You might also like More from author
Breaking News

Gold Price Hike: ସର୍ବକାଳୀନ ଉଚ୍ଚ ସ୍ତରରେ ପହଞ୍ଚିଲା ସୁନା ଦର, ଜାଣନ୍ତୁ ଆଜି କେତେ ଅଛି ରେଟ୍‌

ବାଣିଜ୍ୟ

ସାନଦାର ବିଜନେସ୍: ମାତ୍ର ୫୦୦୦ ଟଙ୍କାରେ ଖୋଲନ୍ତୁ ମିନି ପୋଷ୍ଟ ଅଫିସ୍, ମାସକୁ ମାସ କରନ୍ତୁ ମୋଟା…

Asia Cup

ପ୍ରଥମ ମ୍ୟାଚରେ ହିଁ ‘ଶତକ’ ପୂରା କରିବେ ଅର୍ଶଦୀପ ସିଂହ! ଏଯାଏଁ କେହି ବି ଭାରତୀୟ କରିପାରିନାହାନ୍ତି…

Breaking News

ହାଇ ଆଲର୍ଡରେ ଅଫିସର… ବିଧାନସଭା ଅଧିବେଶନରେ ପ୍ରତ୍ୟେକ ପ୍ରଶ୍ନର ଠିକ୍ ଉତ୍ତର ଦେବେ ସରକାର

Breaking News

ବିଶ୍ୱ କପ୍ ପାଇଁ ଦଳ ଘୋଷଣା କଲା ନ୍ୟୁଜିଲାଣ୍ଡ, Uncapped ଖେଳାଳିଙ୍କୁ ମିଳିଲା ସ୍ଥାନ

Breaking News

ମହାପ୍ରଭୁଙ୍କ ଦର୍ଶନ କରିବାକୁ ଚପଲ ପିନ୍ଧି ଗଲେ ଯୁବକ, ଟେକିନେଲା ପୋଲିସ…

Prev Next
Odisha Bhaskar

Recent Posts

Gold Price Hike: ସର୍ବକାଳୀନ ଉଚ୍ଚ ସ୍ତରରେ…

ବଞ୍ଚିଥିବା ଯାଏଁ ଗୋଟେ ବାଳ ପଡ଼ିବନି ଧଳା,…

ସାହେବ… ମୁଁ ମୋ ଭଉଣୀର ପ୍ରେମିକକୁ…

ସାନଦାର ବିଜନେସ୍: ମାତ୍ର ୫୦୦୦ ଟଙ୍କାରେ…

ବାପରେ ବାପ, ଦରମା ୧୦ ହଜାର, ଇନକମ୍ ଟ୍ୟାକ୍ସ…

ପ୍ରଥମ ମ୍ୟାଚରେ ହିଁ ‘ଶତକ’ ପୂରା କରିବେ…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

Gold Price Hike: ସର୍ବକାଳୀନ ଉଚ୍ଚ ସ୍ତରରେ…

ସାନଦାର ବିଜନେସ୍: ମାତ୍ର ୫୦୦୦ ଟଙ୍କାରେ…

ପ୍ରଥମ ମ୍ୟାଚରେ ହିଁ ‘ଶତକ’ ପୂରା କରିବେ…

ହାଇ ଆଲର୍ଡରେ ଅଫିସର… ବିଧାନସଭା…

Prev Next 1 of 21,640
© 2025 - TK Digital All Rights Reserved.