ନୂଆଦିଲ୍ଲୀ: ଅପରେଶନ୍ ସିନ୍ଦୁର ବେଳର ୱାରରୁମ୍ ଦୃଶ୍ୟ ସାମ୍ନାକୁ ଆସିଲା । ଫଟୋରେ କିପରି ୩ ସେନା ମୁଖ୍ୟ ଅପରେଶନର ପରିଚାଳନା କରୁଥିଲେ ତାହା ଦେଖିବାକୁ ମିଳିଛି ।
ପ୍ରଥମ ଥର ଲାଗି ସାର୍ବଜନୀନ ହେଲା ୱାର ରୁମର ଦୃଶ୍ୟ । ୨୨ ମିନିଟର ଅପରେଶନରେ ପାକିସ୍ତାନରେ ଥିବା ୯ ଆତଙ୍କବାଦୀ ଅଡ୍ଡା ଧ୍ୱସ୍ତ ହୋଇଯାଇଥିଲା ।
ଶହେରୁ ଅଧିକ ଆତଙ୍କବାଦୀ ଏଥିରେ ପ୍ରାଣ ହରାଇଛନ୍ତି । ପାକିସ୍ତାନରେ ଆତଙ୍କି ଅଡ୍ଡାର ମୂଳପୋଛ ଥିଲା ଅପରେଶନର ଲକ୍ଷ୍ୟ ।