fbpx

Oscars 2023 Winner: ସର୍ଟ ଡକ୍ୟୁମେଣ୍ଟାରୀ The Elephants Whisperersରେ ଭାରତକୁ ଓସ୍କାର

ନୂଆଦିଲ୍ଲୀ : ଓସ୍କାର ଅର୍ଥାତ୍ ଏକାଡେମୀ ପୁରସ୍କାର ଦୁନିଆର ସବୁଠୁ ବଡ ଚଳଚ୍ଚିତ୍ର ପୁରସ୍କାର। ଏବଂ ଏହି ବର୍ଷ ଏହି ପୁରସ୍କାରଗୁଡ଼ିକ ବର୍ତ୍ତମାନ ଲସ୍ ଆଞ୍ଜେଲସରେ ଲାଇଭ୍ ଆୟୋଜିତ ହେଉଛି। ଏହି ପୁରସ୍କାର କାର୍ଯ୍ୟ ଚଳିତ ବର୍ଷ ଭାରତୀୟଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ଏବଂ ଏହାର କାରଣ ହେଉଛି ଭାରତରୁ ଚାରୋଟି ନାମାଙ୍କନ ଏଥିରେ ସାମିଲ ହେଇଛି । ଦୀପିକା ପାଦୁକୋନ ମଧ୍ୟ ଚଳିତ ବର୍ଷ ଏକ ପୁରସ୍କାର ପ୍ରଦାନ କରୁଥିବା ଜୁରୀ ରେ ସାମିଲ ଅଛନ୍ତି । ଏହାଭିତରେ ଭାରତ ପାଇଁ ଖୁସି ଖବର ମିଳିଛି । ସର୍ଟ ଡକ୍ୟୁମେଣ୍ଟାରୀ ପାଇଁ ‘ ଦ ଏଲିଫାଣ୍ଟ ହ୍ୱିସପର୍’ ରେ ଭାରତ ଓସ୍କାର ଜିତିଛି।

ତେବେ ନାଟୁ ନାଟୁ ପାଇଁ ମଧ୍ୟ ସମସ୍ତେ ଚାହିଁ ବସିଛନ୍ତି। ତେବେ ଏହା ଭିତରେ ସର୍ଟ ଡକ୍ୟୁମେଣ୍ଟାରୀରେ ବାଜି ମାରିଛି ।

Get real time updates directly on you device, subscribe now.