fbpx

ମଝି ଚିଲିକାରେ ଫସିଲା ଡଙ୍ଗା, ଫସିଛନ୍ତି ୫୦ରୁ ଉର୍ଦ୍ଧ୍ୱ ଯାତ୍ରୀ

କୃଷ୍ଣପ୍ରସାଦ: ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା । ଏହି ଡଙ୍ଗାରେ ପ୍ରାୟ ୫୦ରୁ ଅଧିକ ଯାତ୍ରୀ ଥିବା ଜଣାପଡ଼ିଛି । ଏହା ସହ ଡଙ୍ଗାରେ ୧୫ଟି ବାଇକ୍ ମଧ୍ୟ ରହିଛି । ସୂଚନାରୁ ପ୍ରକାଶ ସାତପଡ଼ାରୁ ଜହ୍ନିକୁଦା ଯାଉଥିବା ସମୟରେ ଏହି ଅଘଟଣା ଘଟିଥିଲା । ମଏଁସା ଗାଁ ନିକଟରେ ଡଙ୍ଗାଟି ଫସିରହିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.