ସ୍ତ୍ରୀଙ୍କ ସହ ଝଗଡ଼ାରୁ ବିରକ୍ତ ହେବା ପରେ ସ୍ୱାମୀ ହେଲେ କିନ୍ନର, ପୁଣି ନେଲେ ଏମିତି ପଦକ୍ଷେପ
ପାରିବାରିକ କଳହରୁ କାରଣରୁ କେହି ଆତ୍ମହତ୍ୟ କରିବା ବା ଘରଛାଡି ପଳାଇବା କଥା ତ ଶୁଣିଥିବେ । କିନ୍ତୁ ପତ୍ନୀର ଗାଳିରୁ ବିରକ୍ତ ହୋଇ କେହି କିନ୍ନର ହେବା କଥା ଶିଣୁଛନ୍ତି କି? ଆଶ୍ଚର୍ଯ୍ୟ ହେଲେ ବି କଥା ସତ । ଏମିତି ଏକ…