Breaking News ଗୋଟିଏ ଦିନରେ ୬୮,୮୯୮ ଆକ୍ରାନ୍ତ ଚିହ୍ନଟ ଓ ୯୮୩ ଜଣ ମୃତ Odisha Bhaskar Bureau Aug 21, 2020 ନୂଆଦିଲ୍ଲୀ, ୨୧ା୮: ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଗତ ୨୪ଘଣ୍ଟାରେ ୬୮,୮୯୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୮୩ ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ କରୋନା…
Breaking News ଆଜି ଠାରୁ ଯୁକ୍ତ ଦୁଇ ନାମ ଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ Odisha Bhaskar Bureau Aug 21, 2020 ଭୁବନେଶ୍ୱର, ୨୧/୮(ଓଡ଼ିଶା ଭାସ୍କର): ଆଜି ଠାରୁ ଯୁକ୍ତ ଦୁଇ ନାମ ଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଦିନ ୧୧ଟାରୁ ଏହି ପ୍ରକ୍ରିୟା ଆରମ୍ଭ ହେବ ଏବଂ ସେପ୍ଟେମ୍ବର ୪ ତାରିଖ ଯାଏଁ ଚାଲିବ । ଏହି ସମୟ ମଧ୍ୟରେ…
Breaking News ଖୋର୍ଦ୍ଧାରେ ପୁଣି ବୋମାମାଡ଼ Odisha Bhaskar Bureau Aug 21, 2020 ଖୋର୍ଦ୍ଧା,୨୧/୮(ଓଡିଶା ଭାସ୍କର): ଖୋର୍ଦ୍ଧା ସଦର ଥାନା ଦଳେଇପୁଟରେ ପୁଣି ହୋଇଛି ବୋମାମାଡ଼। ପୋଲିସ ଉପସ୍ଥିତିରେ ଟୁକୁନି ସ୍ବାଇଁଙ୍କ ଘରକୁ ବୋମାମାଡ଼ କରିଛନ୍ତି ଦୁର୍ବୃତ୍ତ। ଘଟଣାସ୍ଥଳରେ ପହଞ୍ଚି ସଦର ଥାନା…
Breaking News ଭୋଜନ ଶେଷରେ କାହିଁକି ଖିଆଯାଏ ମିଠା ? ଜାଣନ୍ତୁ Odisha Bhaskar Bureau Aug 21, 2020 ଖାଦ୍ୟ ଗ୍ରହଣ ପରେ ଆମକୁ ମିଠା ଖାଇବାକୁ ଦିଆଯାଏ। କୁହାଯାଏ ଯେ ଖାଇବା ପରେ କିଛି ମିଠା ଖାଇବା କଥା। ତେବେ ଭୋଜନ ଶେଷରେ କାହିଁକି ମିଠା ଖାଇବାକୁ କୁହାଯାଏ, ସେ ବିଷୟରେ ହୁଏତ ଖୁବ୍ କମ୍ ଲୋକଙ୍କୁ ଜଣାଥିବ। ଆସନ୍ତୁ…
Featured ଅତ୍ୟଧିକ ବାଦାମ ଖାଉଥିଲେ ହୋଇଯାଆନ୍ତୁ ସାବଧାନ, ଦେଖା ଦେଇପାରେ ଏହି ସମସ୍ୟା Odisha Bhaskar Bureau Aug 21, 2020 ବାଦାମ ଖାଇବାକୁ ପାଟିକୁ ବହୁତୁ ଭଲ ଲାଗିଥାଏ ।ଖାସ କରି ଏହି ବର୍ଷ ଦିନେ ଖାଇବାକୁ ଅତ୍ୟନ୍ତ ଭଲ ଲାଗିଥାଏ। ଏହାସହ ସ୍ୱାସ୍ଥ୍ୟ ଲାଗି ଅଧ୍ୟ ଅତ୍ୟନ୍ତ ଭଲ। ଏଥିରେ କାର୍ବୋହାଇଡ୍ରେଟ୍, ପ୍ରୋଟିନ୍, ଫ୍ୟାଟ୍, ଓ…
Astrology ଜାଣନ୍ତୁ, ଆଜି କିପରି ବିତିବ ଆପଣଙ୍କ ଦିନ (ଶୁକ୍ରବାର, ୨୧ ଅଗଷ୍ଟ ୨୦୨୦) Odisha Bhaskar Bureau Aug 21, 2020 ମେଷ - ଆଜି ନିଜ ଲୋକଙ୍କ ସହିତ ଆପଣଙ୍କର ସମ୍ପର୍କ ଭଲ ରହିବ ନାହିଁ । ଆପଣ ଆଜି ଦୁଃଖ ଅନୁଭବ କରିବେ ଏବଂ ଆପଣ ଆଜି ରାଗି ମଧ୍ୟ ପାରନ୍ତି । ମନେ ରଖନ୍ତୁ କେବଳ ଥଣ୍ଡା ମନରେ ଧର୍ଯ୍ୟ ରଖନ୍ତୁ ଆପଣଙ୍କ ପରିସ୍ଥିତିକୁ…
Breaking News BCCI reveals new logo for IPL 2020 Odisha Bhaskar Bureau Aug 21, 2020 With Dream 11 as it's sponsor, Board of Control of Cricket in India (BCCI) has revealed new logo for its cash rich Indian Premier League. Fantasy sports platform Dream11 has…
Breaking News ଖୁସି ଖବର: ରାଜ୍ୟରେ ଆଜି ୧୬୪୧ ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ? Odisha Bhaskar Bureau Aug 20, 2020 ଭୁବନେଶ୍ୱର,୨୦ ।୮(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୧୬୪୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ…
Breaking News ହୀରାକୁଦରେ ଖୋଲିଲା ଆଉ ୩ଟି ଗେଟ୍ Odisha Bhaskar Bureau Aug 20, 2020 ସମ୍ବଲପୁର, ୨୦ ।୮(ଓଡିଶା ଭାସ୍କର): ହୀରାକୁଦ ଜଳଭଣ୍ଡାର ବା ଡ୍ୟାମର ଆଉ ୩ଟି ଗୋଟ ଆଜି ଖୋଲାଯାଇଛି । ବର୍ତ୍ତମାନ ୧୫ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି । ହୀରାକୁଦର ଜଳସ୍ତର ୬୧୭.୦୭ ଫୁଟ ରହିଛି । ସେକେଣ୍ଡକୁ ୩ଲକ୍ଷ…
Breaking News ସୁଶାନ୍ତ ରାଉତ ହେଲେ ଭୁବନେଶ୍ୱର ବିଜେଡି ସଭାପତି Odisha Bhaskar Bureau Aug 20, 2020 ଭୁବନେଶ୍ୱର,୨୦ ।୮(ଓଡିଶା ଭାସ୍କର): ବିଧାୟକ ସୁଶାନ୍ତ ରାଉତ ଆଜି ଭୁବନେଶ୍ୱର ଜିଲ୍ଲା ବିଜେଡିର ସଭାପତି ହୋଇଛନ୍ତି । ସେହିପରି ବିରଞ୍ଚି ନାରାୟଣ ସୁପକାର ଜିଲ୍ଲା କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି ।…