ରାଶିଫଳ (ସୋମବାର, ୧୭ ଅଗଷ୍ଟ ୨୦୨୦)

ମେଷ- ଆପଣ ଆଜି କୌଣସି କାରଣରୁ ନିରାଶ ହେବେ । ଆପଣ ନିଜ ଲକ୍ଷରେ ପହଁଚିବା କଷ୍ଟକର ହେବ । ଆପଣଙ୍କର କାର୍ଯ୍ୟ ଦକ୍ଷତା ହ୍ରାସ ପାଇପାରେ । ବିଶେଷ ବିବ୍ରତ ହୁଅନ୍ତୁ ନାହିଁ । ବୃଷ- ଆଜି ବୋଧହୁଏ ଆପଣଙ୍କୁ କୌଣସି ମିତ୍ର…

ଖୁସି ଖବର: ରାଜ୍ୟରେ ଆଜି୧୫୫୦ ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୧୬/୮(ଓଡିଶା ଭାସ୍କର):ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୧୫୦୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ…

ବର୍ଷାରେ ବେହାଲ ମାଲକାନଗିରି, ଯୋଗାଯୋଗ ବିଛିନ୍ନ

ମାଲକାନଗିରି, ୧୬ା୮(ଓଡ଼ିଶା ଭାସ୍କର):ମାଲକାନଗିରିରେ ଲଗାଣ ବର୍ଷା ଜାରି ରହିଛି । ବ୍ରିଜ ଭାସି ଯିବାରୁ ଯୋଗାଯୋଗରୁ ବିଛିନ୍ନ ହୋଇଯାଇଛି ଚାରୋଟି ଗାଁ ।ମାଲକାନଗିରି ଜିଲ୍ଲା ଖଇରପୁଟବ୍ଲକ ବଡଡୁରାଲ ପଂଚାୟତର ପୂଜାରୀ…

ପୂର୍ବତନ କ୍ରିକେଟର ଚେତନ ଚୌହାନଙ୍କ ପରଲୋକ

ନୂଆଦିଲ୍ଲୀ,୧୬ ।୮: ଉତ୍ତରପ୍ରଦେଶର ସୁରକ୍ଷା ମନ୍ତ୍ରୀ ବା ପୂର୍ବ କ୍ରିକେଟର ଚେତନ ଚୌହାନଙ୍କର ଆଜି ପରଲୋକ ଘଟିଛି । ଆଜି ୪ଟା ୩୦ରେ ଚୌହାନଙ୍କର ହୃଦଘାତ ଯୋଗୁଁ ମୃତ୍ୟୁ ଘଟିଛି । ତାଙ୍କର ଗୁରୁଗ୍ରାମ ମେଦାନ୍ତ…

ସ୍କୁଲରେ ଉଡିଲା ଓଲଟା ତ୍ରିରଙ୍ଗା

ମାଲକାନଗିରି , ୧୬ା୮(ଓଡ଼ିଶା ଭାସ୍କର) :୭୪ ତମ ସ୍ବାଧୀନତା ଦିବସ ପାଳନ ବେଳେ ବିଦ୍ୟାଳୟରେ ଜାତୀୟ ପତାକାକୁ ଅବମାନନା କରାଯାଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲା ଖାଇରପୁଟ ବ୍ଲକ ଅନ୍ତର୍ଗତ କୁସୁମପୁଟ…

ଭୁବନେଶ୍ୱରରେ ଅମାନିଆ କରୋନା: ଆଜି ୧୭୦ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର, ୧୬ା୮(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ କ୍ରମାଗତ ଭାବେ ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାରି ମଧ୍ୟରେ ଆଜି ବି ମଧ୍ୟ ଭୁବନେଶ୍ୱରରୁ ୧୭୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି…