Breaking News ପୁରୀକୁ ବନ୍ଦ ହେଲା ଟ୍ରେନ୍ Odisha Bhaskar Bureau May 30, 2020 ଭୁବନେଶ୍ୱର, ୩୦ା୫(ଓଡ଼ିଶା ଭାସ୍କର): ପୁରୀକୁ ଟ୍ରେନ୍ ଚଳାଚଳ ବନ୍ଦ କରିବାକୁ ରେଲୱେ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ପୁରୀକୁ ଟ୍ରେନ ଚଳାଚଳ ବନ୍ଦ ହୋଇଛି । ରାଜ୍ୟ ସରକାରଙ୍କ ପରାମର୍ଶ…
Breaking News ଇତିହାସର ଏପରି ଏକ ରାଣୀ, ଯେ ପ୍ରତିନୂଆ ପୁରୁଷଙ୍କ ସହ ରାତି ବିତାଇବା ପରେ ତାର ହତ୍ୟା କରୁଥିଲେ Odisha Bhaskar Bureau May 30, 2020 ଇତିହାସ ଜଗତରେ ଅନେକ ରାଣୀ ନିଜର ସୌନ୍ଦର୍ଯ୍ୟ ଓ ଶକ୍ତି ବଳରେ ପରିଚୟ ସୃଷ୍ଟି କରିଛନ୍ତି । କିନ୍ତୁ ଇତିହାସ ପୃଷ୍ଠାରେ କିଛି ଭିନ୍ନ ଧରଣର କାମ କରି ଚର୍ଚ୍ଚିତ ହୋଇଥିବା ଜଣେ ରାଣୀଙ୍କ ବିଷୟରେ ଆସନ୍ତୁ ଜାଣିବା । ଏପରି…
Breaking News ମୋଦି ସରକାରଙ୍କ ୨ୟ ପାଳିର ପ୍ରଥମ ବର୍ଷ ଉପଲବ୍ଧି ବଖାଣିଲେ ଜେ.ପି.ନଡ୍ଡା Odisha Bhaskar Bureau May 30, 2020 ନୂଆଦିଲ୍ଲୀ, ୩୦ା୫: ମୋଦି ସରକାରଙ୍କ ୨ୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତ ଅବସରରେ ବିଜେପି ରଷ୍ଟ୍ରୀୟ ସଭାପତି ଜେ. ପି. ନଡ୍ଡା ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେହି ସମ୍ମିଳନୀରେ ମୋଦି ସରକାରଙ୍କ ୨ୟ ପାଳିର ପ୍ରଥମ…
Breaking News କ୍ୱାରେଣ୍ଟିନ ପାଇଁ ୬୨କୋଟି ଟଙ୍କା ପ୍ରଦାନ ନେଇ ଏସଆରସିଙ୍କ ଚିଠି Odisha Bhaskar Bureau May 30, 2020 ଭୁବନେଶ୍ୱର, ୩୦ା୫(ଓଡ଼ିଶା ଭାସ୍କର): କ୍ୱାରେଣ୍ଟିନ ସରିଥିବା ଲୋକଙ୍କ ପାଇଁ ୬୨କୋଟି ଟଙ୍କା ପ୍ରଦାନ ପାଇଁ ଏସଆରସି ପ୍ରଦୀପ ଜେନା ଚିଠି ଲେଖିଛନ୍ତି । ସିଏମ ରିଲିଫ ପାଣ୍ଠିରୁ ୬୨କୋଟି ଟଙ୍କା ଦେବାକୁ ଏସଆରସି ଚିଠି…
Breaking News ଅଡ଼-ଇଭିନ ଫର୍ମୁଲାରେ ରାଜ୍ୟରେ ଚାଲିବ ବସ୍ Odisha Bhaskar Bureau May 30, 2020 ଭୁବନେଶ୍ୱର, ୩୦ା୫(ଓଡ଼ିଶା ଭାସ୍କର): ଗତ ଦୁଇ ଦିନ ହେବ ରାଜ୍ୟରେ ବସ୍ ଚଳାଚଳ ହୋଇଛି । କିନ୍ତୁ ସୋମବାରଠାରୁ ଅଡ଼-ଇଭିନ ନମ୍ବରରେ ରାଜ୍ୟରେ ବସ୍ ଚଳାଚଳ ହେବ ବୋଲି ସୂଚନା ମିଳିଛି । ଅଧିକାଂଶ ସହରରୁ ଦୈନିକ ୫ରୁ ୧୦ଟି ବସ୍…
Breaking News କରୋନା ଭାଇରସ୍:୨୪ଘଣ୍ଟାରେ ଦେଶରେ ୨୬୫ଜଣଙ୍କ ମୃତ୍ୟୁ Odisha Bhaskar Bureau May 30, 2020 ନୂଆଦିଲ୍ଲୀ, ୩୦ା୫: ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୪ହଜାର ୯୭୧କୁ ବୃଦ୍ଧି ପାଇଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୭୩ହଜାର ୭୬୩ରେ ପହଞ୍ଚିଛି । ଗତ ୨୪ଘଣ୍ଟାରେ ୨୬୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ହଜାର ୯୬୪ଜଣ…
Breaking News ରାଜ୍ୟରେ ବଢ଼ୁଛି ସଂକ୍ରମିତଙ୍କ ସଂଖ୍ୟା, ଆଉ ୯୬ ପଜିଟିଭ୍ ଚିହ୍ନଟ Odisha Bhaskar Bureau May 30, 2020 ଭୁବନେଶ୍ୱର, ୩୦ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ଆଜି ଆଉ ୯୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮୧୯କୁ ବୃଦ୍ଧି ପାଇଛି ।…
Breaking News ସରକାର ବର୍ଷ ପୂର୍ତ୍ତିରେ ମୋଦିଙ୍କ ଅଡ଼ିଓ ବାର୍ତ୍ତା Odisha Bhaskar Bureau May 30, 2020 ନୂଆଦିଲ୍ଲୀ, ୩୦ା୫: ସରକାର ବର୍ଷ ପୂର୍ତ୍ତି ଅବସରରେ ଦେଶବାସୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଡ଼ିଓ ବାର୍ତ୍ତା ଦେଇଛନ୍ତି । ସେ କହିଛନ୍ତି ଯେ ଘଡ଼ିସନ୍ଧି ମୁହୁର୍ତ୍ତ ଦେଇ ଗତି କରୁଛି ସମଗ୍ର ବିଶ୍ୱ । ଭାରତ…
Breaking News ଘରୁ ବାହାରିବା ପୂର୍ବରୁ କାହିଁକି ଖାଇବା ଦହି- ଚିନି ? ଜାଣନ୍ତୁ Odisha Bhaskar Bureau May 30, 2020 ଘରୁ ବାହାରୁଥିବା ବେଳେ ବା କୌଣସି ଶୁଭ କାମରେ ଯିବା ପୂର୍ବରୁ ଆମେ ମିଠା ଦହି ଖାଇଥାଉ । ବହୁ ପୁରାତନ କାଳରରୁ ଏହି ପରମ୍ପରା ଚାଲି ଆସୁଛି । କିନ୍ତୁ ମିଠା ଦହି ଖାଇ ଘରୁ ବାହାରିଲେ କଣ ସୁଫଳ ମିଳେ ବୋଲି ଆପଣ…
Breaking News ଓଲଟିଲା ବସ୍, ୩୦ ଆହତ Odisha Bhaskar Bureau May 30, 2020 ବାଲେଶ୍ବର, ୩୦/୫(ଓଡ଼ିଶା ଭାସ୍କର): ବାଲେଶ୍ୱର ସ୍ଥିତ ୧୬ ନଂ ଏନଏଚ୍ ମଙ୍ଗଳପୁର ନିକଟରେ ଏକ ଅଭାବନୀୟ ଘଟଣା ଘାଟିଯାଇଛି। ସେଠାରେ ଏକ ବସ୍ ଓଲଟି ପଡିଥିବା ନେଇ ସୂଚନା ମିଳିଛି।ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ବସ୍…