ଓଲିଉଡ଼ ଅଭିନେତା ବିଜୟ ମହାନ୍ତି ଅସୁସ୍ଥ

ଭୁବନେଶ୍ୱର, ୨୭ା୫(ଓଡ଼ିଶା ଭାସ୍କର): ଓଲିଉଡ଼ ଜଗତର ନାମିଦାମି ଓ ବରିଷ୍ଠ କଳାକାର ବିଜୟ ମହାନ୍ତି ଅସୁସ୍ଥ ହୋଇଥିବା ନେଇ ସୂଚନା ମିଳିଛି । ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି…

ରାଜ୍ୟରେ ଆଉ ୭୬ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୨୬ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ୭୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୯୩କୁ ବୃଦ୍ଧି ପାଇଛି । ସମସ୍ତ ୭୬ ଆକ୍ରାନ୍ତ ୧୦ଜିଲ୍ଲାରୁ ଚିହ୍ନଟ…

ଦେଶରେ ଦେଢ଼ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ, ୨୭/୫: ଦେଶରେ କରୋନା ମୃତ୍ୟୁସଂଖ୍ୟା ୪,୩୩୭ ରେ ପହଞ୍ଚିଲାଣି। ଏହାସହ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୫୧,୭୬୭ ଥିବା ବେଳେ ସକ୍ରିୟ ସଂକ୍ରମିତ ୮୩,୦୦୪ ରହିଛି।ସୁସ୍ଥ ହୋଇଛନ୍ତି ୬୪,୪୨୫ ଜଣ । ୨୪ଘଣ୍ଟାରେ…

ମାସ୍କ ପିନ୍ଧି ସୁଟିଂ ଆରମ୍ଭ କଲେ ଅକ୍ଷୟ କୁମାର, ଫଟୋ ଲିକ୍

ସାରା ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକଡାଉନ ଚାଲିଥିବା ବେଳେ କିଛିଟା ନିୟମକୁ କୋହଳ କରାଯାଇଛି । ଏହାରି ମଧ୍ୟରେ ମାସ୍କ ପିନ୍ଧି ସୁଟିଂ ଆରମ୍ଭ କରିଛନ୍ତି ବଲିଉଡ ଖିଲାଡି ଅକ୍ଷୟ କୁମାର । ସେଟର କିଛି ଫଟୋ ଲିକ୍ ହୋଇଛି ,…

ଲଭ୍ ବାଇଟର ଦାଗକୁ ଲିଭାଇବା ପାଇଁ ଆପଣାନ୍ତୁ ଏହି ଉପାୟ..

ଆପଣଙ୍କ ପାର୍ଟନ କିସ୍ କଲାବେଳେ ଶରୀରରେ ହେଉଥିବା ଦାଗକୁ ନେଇ ଚିନ୍ତିତ ଅଛନ୍ତି କି? ଏହି ଲଭ୍ ବାଇଟକୁ ହଟାଇବା ପାଇଁ ଆପଣ ଘରୋଇ ଉପାୟ ଅବଲମ୍ବନ କରିପାରିବେ । ତେବେ ଏହି ଚିହ୍ନରୁ ମୁକ୍ତି ପାଇବା ପାଇଁ ଆସନ୍ତୁ ଜାଣିବା…

ବନ୍ଦ ହେବ ରାଜ୍ୟର ୩ଟି ଡିଗ୍ରୀ କଲେଜ

ଭୁବନେଶ୍ୱର,୨୭/୫(ଓଡ଼ିଶା ଭାସ୍କର): ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ  ବଡ ନିଷ୍ପତି ନିଆଯାଇଛି। ରାଜ୍ୟର ୩ଟି ଡିଗ୍ରୀ କଲେଜ ବନ୍ଦ ହେବା ନେଇ ନିଷ୍ପତି ହୋଇଛି। ଏହାସହ ୧୦ଟି କଲେଜର ସ୍ୱୀକୃତି ପ୍ରତ୍ୟାହାର ହେବ ବୋଲି ସୂଚନା…

ଆଜି କିପରି ବିତିବ ଆପଣଙ୍କ ଦିନ (୨୭ା୫ା୨୦୨୦, ବୁଧବାର)

ମେଷ- ଆଜି ଆପଣଙ୍କ ସାମାଜିକ ଜୀବନ ବହୁତ ଖୁସି ପୁର୍ଣ୍ଣ ରହିବ । ଆପଣ ଆପଣଙ୍କ ବନ୍ଧୁମାନଙ୍କ ସହ ଖୁବ୍ ମଜ୍ଜା କରିବେ ଓ ତାହା ସହିତ ଆପଣଙ୍କ କାମରେ ମଧ୍ୟ ମିଳିତ ସଫଳତାର ମଜ୍ଜା ନେବେ । ବୃଷ- ଆଜି ଆପଣଙ୍କ ମନ କୌଣସି…

ଖଣ୍ଡା ଦେଖାଇ ୨ ଲକ୍ଷ ଟଙ୍କା ସମେତ ୩ ଭରି ରୁ ଅଧିକ ସୁନା ଅଳଙ୍କାର ଡକାୟତି

ଗୋପ, ୨୬ା୫(ଓଡ଼ିଶା ଭାସ୍କର): ସୋମବାର ବିଳମ୍ବିତ ରାତ୍ରରେ ଗୋପ ଥାନା ଅନ୍ତର୍ଗତ ନୟାହାଟ ଫାଣ୍ତି ଅଧିନ ନରସିଂହପୁର ଶାସନ ଗ୍ରାମର ଯୋଗେନ୍ଦ୍ର ମାଳତି ଙ୍କ ପଛ କବାଟ ଭାଙ୍ଗି ଡକାୟତ ମାନେ ନଗଦ ୨ ଲକ୍ଷ ଟଙ୍କା ସହ ୩ ଭରି…

କଟକରେ ଜଣେ ଡାକ୍ତର କରୋନା ଆକ୍ରାନ୍ତ

କଟକ, ୨୬/୫(ଓଡିଶା ଭାସ୍କର): କଟକରେ ଜଣେ ଡାକ୍ତର କରୋନା ଆକ୍ରାନ୍ତ  ହୋଇଥିବା ଜଣାପଡିଛି। ଏହାସହ କିଛି ଦିନ ତଳେ ତାଙ୍କ ପତ୍ନୀଙ୍କୁ କେନ୍ଦ୍ରାପଡ଼ା ଆଣିବାକୁ ଯାଇଥିଲେ  । ଆକ୍ରାନ୍ତ ଡାକ୍ତର କଟକ ଅଶ୍ବିନୀ କୋଭିଡ୍…

ତତଲାଗଡ଼ରେ ଟିଟିଲାଗଡ଼ , ୪୧ଡିଗ୍ରୀ ଉପରେ ରାଜ୍ୟର ୧୪ସହର

ଭୁବନେଶ୍ୱର,୨୬ା୫(ଓଡ଼ିଶା ଭାସ୍କର) : ଦିନକୁ ଦିନ ରାଜ୍ୟରେ ତାପମାତ୍ରା ବଢ଼ିବାରେ ଲାଗିଛି । ୪୧ଡିଗ୍ରୀ ଉପରେ ରହିଛି ରାଜ୍ୟର ୧୪ସହରର ତାପମାତ୍ରା । ୪୪ଡିଗ୍ରୀ ସହ ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ଟିଟିଲାଗଡ ।…