ଲକ୍-ଡାଉନ୍ ପ୍ରଭାବ: ଭାରତରେ ଡିସେମ୍ବର ସୁଦ୍ଧା ଜନ୍ମନେବେ ୨ କୋଟିରୁ ଅଧିକ ଶିଶୁ
କରୋନା ଭାଇରସର ମୁକାବିଲା ପାଇଁ ଲାଗୁ ହୋଇଥିବା ଲକ୍-ଡାଉନ୍ ମହାମାରୀକୁ ବ୍ୟାପିବାରେ ରୋକିଥିଲେ ମଧ୍ୟ ଏହାର ସାଇଡ୍ ପ୍ରତିକ୍ରିୟା ଅନେକ ରହିଛି । ମିଳିତ ଜାତିସଂଘ ବା ୟୁଏନ ଏପରି ଏକ ତଥ୍ୟ ସାମନାକୁ ଆଣିଛି, ଯେଉଁଥିରେ…