୩୦ବର୍ଷୀୟ ଋଷିଆ ଲାଳନାକୁୁ ୨୦ବର୍ଷୀୟ ଭାରତୀୟବୟଫ୍ରେଣ୍ଡ,ବାହାହେବାକୁ ମାନିଲେନି ଲକଡାଉନ
ଭୁବନେଶ୍ୱର:୭।୫(ଓଡିଶା ଭାସ୍କର):ପ୍ରେମ ମାନେନି ସୀମା ସରହଦ । ମାନେନି ଆକଟ କି କଟକଣା । ଆଉ ସେଠି ଲକ ଡାଉନ କଣ ? ଲକଡାଉନରେ ବାହା ହେବାକୁ ମନ ବଳାଇଲେ ୩୦ବର୍ଷୀୟ ଋଷିଆଲାଳନା ଓ ତାଙ୍କ ୨୦ ବର୍ଷୀୟ ଭାରତୀୟ ପ୍ରେମିକ…