ଲକ୍ ଡାଉନ ସମୟରେ ବୋର ହେଉଛନ୍ତି କି, ଘରେ ବସି ସୁନ୍ଦର ତ୍ୱଚା ଓ କେଶ ପାଇଁ ଆପଣାନ୍ତୁ ଏହି ପ୍ରାକୃତିକ ଉପାୟ
ତରୁଣୀମାନେ ନିଜର ତ୍ୱଚା ଓ କେଶକୁ ସୁନ୍ଦର କରିବାକୁ ବଜାରରେ ବିକ୍ରି ହେଉଥିବା ବିଭିନ୍ନ ପ୍ରକାର କସମେଟିକ କ୍ରିମ ଲଗାଉଛନ୍ତି । ଯାହାଫଳରେ ଏହା ପାଶ୍ୱର୍ପ୍ରତିକ୍ରିୟାର ଭୟ ରହିଥାଏ । କିନ୍ତୁ ରୋଷେଇ ଘରେ ଆମ ହାତ…