ପର୍ଣ୍ଣ ୱେବସାଇଟରେ ଜର୍ଜିଆ ମେଲୋନିଙ୍କ ସମେତ ଏହି ମହିଳା ନେତ୍ରୀଙ୍କ ଫଟୋ ଅପଲୋଡ୍, ଚାରିଆଡେ ହଇଚଇ
ନୂଆଦିଲ୍ଲୀ: ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ଆପତ୍ତିଜନକ ଫଟୋ ଭାଇରାଲ। ଯାହାକୁ ଦେଖି ଇଟାଲୀର ଲୋକମାନେ କ୍ରୋଧ ପ୍ରକାଶ କରିଛନ୍ତି।
କେବଳ ମେଲୋନି ନୁହନ୍ତି, ତାଙ୍କ ଭଉଣୀ ଆରିଆନାଙ୍କ ସମେତ ଅନେକ…