କା ହାଲ୍ ବା… କୋରିଆନ୍ ଟିଚର ପିଲାଙ୍କୁ ଶିଖାଇଲେ ଭୋଜପୁରୀ, ଭିଡିଓ ଭାଇରାଲ
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଜଣେ ଦକ୍ଷିଣ କୋରିଆନ୍ କଣ୍ଟେଣ୍ଟ କ୍ରିଏଟର୍ ଛାତ୍ରମାନଙ୍କୁ ଭୋଜପୁରୀ କହିବା ଶିଖାଉଛନ୍ତି।
ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି…