ରାଜ୍ୟରେ ୫୩,୩୦୦ ନିଯୁକ୍ତି ସୃଷ୍ଟି ପାଇଁ ମୋହନଙ୍କ ଘୋଷଣା, ଓଡ଼ିଶା ଟେକ୍ସ-୨୦୨୫ର ଶୁଭାରମ୍ଭ

ଭୁବନେଶ୍ୱର: ଆରମ୍ଭ ହେଲା ଓଡ଼ିଶା ଟେକ୍ସ-୨୦୨୫ । ଲୋକସେବା ଭବନରେ ଏ ନେଇ ଆୟୋଜିତ କାର୍ଯ୍ୟକ୍ରମର ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମୋହନ କହିଛନ୍ତି, ଓଡ଼ିଶାର ବସ୍ତ୍ର…

ଡିଜିଟାଲ୍ ଆରେଷ୍ଟ କରି ଦୁଇ ମହିଳାଙ୍କୁ 9 ଘଣ୍ଟା ନିର୍ଯାତନା; କହିଲେ ଡ୍ରେସ ଖୋଲି ଚିହ୍ନ ଦେଖାଅ, ତାପରେ…

ବେଙ୍ଗାଲୁରୁ: ସବୁ ସୀମା ପାର କଲେ ସାଇବର ଅପରାଧୀ । ଡିଜିଟାଲ ଆରେଷ୍ଟ ମାଧ୍ୟମରେ ଝିଅମାନଙ୍କୁ ନିବସ୍ତ୍ର କରି ଭିଡିଓ କଲେ । ପରେ ସେମାନଙ୍କଠାରୁ 58 ହଜାର ଟଙ୍କା ଆଦାୟ କଲେ । କର୍ଣ୍ଣାଟକର ବାଙ୍ଗାଲୁରୁରୁ ଏଭଳି ଏକ…

ଭାଉଜ କହି କାଫେ ଡାକିଲେ, ସିକ୍ରେଟ୍ କ୍ୟାବିନରେ କଲେ ଦୁଷ୍କର୍ମ… ଧମକାଇଲେ, କାହାକୁ କହିବୁନି, ପରିଣାମ ହେବ ଖରାପ

ମଧ୍ୟପ୍ରଦେଶ: କାଫେକୁ ଡାକିଲେ, ଦୁଷ୍କର୍ମ କଲେ। ଯେତେ ଚିତ୍କାର କଲେ ବି କେହି ଶୁଣିଲେନି। ଦୁଷ୍କର୍ମ ପରେ ମହିଳାଙ୍କୁ ମିଳିଲା ଧମକ। କାହାକୁ କହିଲେ ହେବ ପରିଣାମ ଖରାପ। ମଧ୍ୟପ୍ରଦେଶର ଜବଲପୁରରେ ଘଟିଛି ଏହି ଭଳି…

ସରକାରଙ୍କ ବଡ଼ କାର୍ଯ୍ଯାନୁଷ୍ଠାନ; ବ୍ୟାନ୍ ହେଲା ALTT, ULLU ଆପ୍ ସମେତ ୨୫ OTT ପ୍ଲାଟଫର୍ମ, ଅଶ୍ଳୀଳ କଣ୍ଟେଣ୍ଟର ଖୋଲିଥିଲେ ପସରା

ନୂଆଦିଲ୍ଲୀ: OTT ପ୍ଲାଟଫର୍ମରେ ଅଶ୍ଲୀଳତା ରୋକିବାକୁ ସରକାରଙ୍କ ବଡ଼ ପଦକ୍ଷେପ । ବ୍ୟାନ୍ ହେଲା ୨୫ ଟି OTT ପ୍ଲାଟଫର୍ମ । କେନ୍ଦ୍ର ସରକାର ALTT, ULLY, Desiflix, BigShots ଭଳି 25 OTT ଆପ୍ ବ୍ୟାନ୍ କରିଛନ୍ତି ।…

ଶୋଇବା ମାତ୍ରେ ଏଭଳି ଲକ୍ଷଣ ହୋଇପାରେ କିଡନୀ କ୍ୟାନ୍ସର, ଜାଣନ୍ତୁ କାହିଁକି ବଢୁଛି ବିପଦ

ନୂଆଦିଲ୍ଲୀ: କିଡନୀ ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ, ଯାହା ରକ୍ତକୁ ଛାଣିବା ଏବଂ ବିଷାକ୍ତ ପଦାର୍ଥ ବାହାର କରିବା ପାଇଁ କାମ କରେ । ଯଦି ଏହି ଅଙ୍ଗରେ କର୍କଟ ରୋଗ ଆରମ୍ଭ ହୁଏ ଏବଂ ସମୟ ମଧ୍ୟରେ ଚିହ୍ନଟ ନ ହୁଏ,…

୬ ମିନିଟ୍‌ରେ ୨୦ ଲକ୍ଷର ସୁନା, ରୁପା ଲୁଟ୍‌, ଡେଲିଭରି ବୟ ବେଶରେ ବୁଲାଇଲେ କଳାକନା

ଉତ୍ତରପ୍ରଦେଶ: ଦିନ ଦ୍ୱିପହରରେ ଲୁଟ୍‌। ଅନଲାଇନ୍ ଡେଲିବରି ବୟ ବେଶରେ ଆସି ଲୁଟ୍‌। ଉତ୍ତରପ୍ରଦେଶ ଗାଜିୟାବାଦ ଜିଲ୍ଲାରେ ବୃଜ ବିହାରରେ ଏଭଳି ଲୁଟ୍‌ କରିଛନ୍ତି ଲୁଟେରା। ଅନଲାଇନ୍ ଡେଲିଭରି ବୟ ବେଶରେ ଲୁଟେରା ଏକ…

ତେଜସ୍ୱୀଙ୍କୁ 4 ଥର ହତ୍ୟା କରିବାକୁ ପ୍ରୟାସ କରାଯାଇଥିଲା.. ବଡ଼ ଅଭିଯୋଗ ଆଣିଲେ ରାବ୍ରି ଦେବୀ

ନୂଆଦିଲ୍ଲୀ: ବିହାରରେ ବିଧାନସଭା ନିର୍ବାଚନ ପାଇଁ ଆଉ ମାତ୍ର କିଛି ମାସ ବାକି ଅଛି । ନିର୍ବାଚନ ପାଖେଇ ଆସୁଥିବାରୁ ଶାସକ ଏବଂ ବିରୋଧୀ ଦଳ ମଧ୍ୟରେ ରାଜନୈତିକ ବିବାଦ ଚରମ ସୀମାରେ ପହଞ୍ଚିଛି । ବିହାର ବିଧାନସଭାର…

ରାଜ୍ୟ ସଭାରେ କମଲ ହାସନ କଲେ ଏଣ୍ଟ୍ରି, ତାମିଲ ଭାଷାରେ ନେଲେ ଶପଥ

ନୂଆଦିଲ୍ଲୀ: ଅଭିନେତା ତଥା ମକ୍କଲ ନିଥି ମୟମ ପ୍ରମୁଖ କମଲ ହାସନ ଶୁକ୍ରବାର ରାଜ୍ୟ ସଭା ସଦସ୍ୟ ଭାବେ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟ ସଭା କାର୍ଯ୍ୟ ଆରମ୍ଭ ହେବା ମାତ୍ରକେ ପ୍ରଥମେ କମଲ ହାସନଙ୍କ ଶପଥ ଗ୍ରହଣ…

ZIM vs NZ: ଟେଷ୍ଟ ସିରିଜ ପୂର୍ବରୁ ବଡ଼ ପରିବର୍ତ୍ତନ, ଆହତ ଖେଳାଳିଙ୍କ ସ୍ଥାନରେ ଜଣେ ଅଲରାଉଣ୍ଡରଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ କ୍ରିକେଟ୍ ଟିମ୍ ବର୍ତ୍ତମାନ ଜିମ୍ବାୱେ ଗସ୍ତରେ ରହିଥିବା ବେଳେ ଟି-୨୦ ଟ୍ରାଇ ସିରିଜ ଖେଳୁଛି । ଟି-୨୦ ଚ୍ରାଇ-ସିରିଜର ଫାଇନାଲ୍ ୨୬ ଜୁଲାଇରେ ହରାରେ ଖେଳାଯିବ, ଯେଉଁଥିରେ ନ୍ୟୁଜିଲାଣ୍ଡ ଦଳ…

ଥରେ କାମୁଡ଼ିଲେ ୫ ବର୍ଷ ଯାଏଁ ଭୋଗିବ କଷ୍ଟ, ଶରୀରରେ ସୃଷ୍ଟି କରିବ ବିପଦ… ଏହା କ’ଣ?

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ସାରା ବିଶ୍ୱରେ ଚିକୁନଗୁନିଆକୁ ନେଇ ସତର୍କ କରାଇଛି। ୟୁରୋପ, ଆଫ୍ରିକା ଏବଂ ଏସିଆରେ ମାମଲା ବଢ଼ିବାରେ ଲାଗିଛି। ହୁ ଅନୁଯାୟୀ, ବର୍ତ୍ତମାନର ଲକ୍ଷଣଗୁଡ଼ିକ ୨୦୦୪-୨୦୦୫ ମସିହା…