Happy Birthday Sourav Ganguly: ସୌରଭ ଗାଙ୍ଗୁଲିଙ୍କ ଏହି 5ଟି ରେକର୍ଡ, କ୍ରିକେଟ ଜଗତର କେହି ଭାଙ୍ଗିପାରିବେ ନାହିଁ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟରେ ଯେତେବେଳେ 'ଦାଦା'ର କଥା ଉଠାଯାଏ, କେବଳ ଗୋଟିଏ ନାମ ମନେ ପଡ଼େ, ସେ ହେଉଛନ୍ତି ସୌରଭ ଗାଙ୍ଗୁଲି । ଭାରତର ପୂର୍ବତନ ଅଧିନାୟକ, ଚମତ୍କାର ବ୍ୟାଟସମ୍ୟାନ୍ ଏବଂ ନିର୍ଭୀକ ଅଧିନାୟକ ଆଜି 53…

ବ୍ୟାପିଲା ଝାଡ଼ାବାନ୍ତି, ଆଉ 8 ଆକ୍ରାନ୍ତ ଚିହ୍ନଟ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ବ୍ୟାପୁଛି ଝାଡ଼ାବାନ୍ତି। ସାନଖେମୁଣ୍ଡି ପରେ ପାତ୍ରପୁରରେ ଆଉ 8 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସମସ୍ତ ଆକ୍ରାନ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।…

କାହିଁକି ବ୍ରାଏନ୍ ଲାରାଙ୍କ ରେକର୍ଡ ଭାଙ୍ଗିଲେନି ? ୱାଇଆନ୍ ମୁଲଡର କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ: ଜିମ୍ବାୱେ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ସମୟରେ ଦକ୍ଷିଣ ଆଫ୍ରିକାର ଅଧିନାୟକ ୱାଇଆନ୍ ମୁଲଡରଙ୍କ ପାଖରେ ୱେଷ୍ଟଇଣ୍ଡିଜ୍ ମହାନ ବ୍ରାଏନ୍ ଲାରାଙ୍କ ରେକର୍ଡ ଭାଙ୍ଗିବାର ସୁବର୍ଣ୍ଣ ସୁଯୋଗ ଥିଲା, କିନ୍ତୁ…

ଆଜି ରସଗୋଲା ଦିବସ, ଅଭିମାନିନୀ ପତ୍ନୀଙ୍କ ମାନଭଞ୍ଜନ କରିବେ କାଳିଆ ଠାକୁର

ଓଡିଶା ଭାସ୍କର: ଆଜି ଓଡ଼ିଶାରେ ରସଗୋଲା ଦିବସ ଉତ୍ସାହର ସହ ପାଳନ କରାଯାଉଛି। ଏହି ଦିବସ କେବଳ ଏକ ମିଠାର ସମ୍ମାନ ନୁହେଁ, ବରଂ ଓଡ଼ିଆ ସଂସ୍କୃତି ଓ ଐତିହ୍ୟର ଏକ ଅନନ୍ୟ ପରିଚୟ। ରସଗୋଲା, ଯାହା ଓଡ଼ିଶାର ମୁକସାକ୍ଷୀ…

ଖାଲି ପେଟରେ ପାଣି ପିଇବା ଦ୍ୱାରା କ’ଣ ଲାଭ ହୁଏ ? ସକାଳୁ କେତେ ଗ୍ଲାସ ପିଇବା ଉଚିତ?

ଓଡିଶା ଭାସ୍କର: ସକାଳୁ ଉଠିବା ମାତ୍ରେ ଆମେ ପ୍ରଥମେ ଯାହା କରୁ ତାହା ଆମ ସ୍ୱାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଇଥାଏ। କଣ ଆପଣ ଜାଣନ୍ତି ଖାଲି ପେଟରେ ପାଣି ପିଇଲେ ହୋଇଥାଏ ଅନେକ ଫାଇଦା। ଆଜ୍ଞା ହଁ, ସକାଳେ ଖାଲି…

ଏସ୍‌ଇବିଆଇ ଖୁଲାସା: ୨୦୨୪-୨୫ରେ ଏଫ୍‌ଆଣ୍ଡ୍‌ଓ ଟ୍ରେଡିଂରେ ୯୧% ରିଟେଲ ନିବେଶକଙ୍କୁ ହୋଇଛି ବଡ଼ କ୍ଷତି

ମୁମ୍ବାଇ: ସେକ୍ୟୁରିଟିଜ୍‌ ଆଣ୍ଡ୍‌ ଏକ୍ସଚେଞ୍ଜ ବୋର୍ଡ ଅଫ୍‌ ଇଣ୍ଡିଆ (ଏସ୍‌ଇବିଆଇ) ର ଏକ ରିପୋର୍ଟ ଅନୁଯାୟୀ, ୨୦୨୪-୨୫ ଆର୍ଥିକ ବର୍ଷରେ ଫ୍ୟୁଚର୍ସ ଆଣ୍ଡ୍‌ ଅପ୍ସନ୍‌ସ (ଏଫ୍‌ଆଣ୍ଡ୍‌ଓ) ଟ୍ରେଡିଂରେ ୯୧ ପ୍ରତିଶତ ରିଟେଲ…

ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନ୍ଦୋଳନ, ଯାତ୍ରୀ ହନ୍ତସନ୍ତ

ଭୁବନେଶ୍ୱର: ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନ୍ଦୋଳନ। 6 ଦଫା ଦାବି ନେଇ ଡ୍ରାଇଭର ମହାସଂଘର ଆନ୍ଦୋଳନ ହେଉଥିବାବେଳେ ଯାତ୍ରୀମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ଆନ୍ଦୋଳନରେ ମୁଖ୍ୟତଃ ପୋଲିସକୁ…

ଶ୍ରାବଣ ୨୦୨୫: ସର୍ବାର୍ଥ ସିଦ୍ଧି ଓ ପ୍ରୀତି ଯୋଗ ସହ ଆରମ୍ଭ ହେଉଛି ଶୁଭ ଶ୍ରାବଣ ମାସ

ନୂଆଦିଲ୍ଲୀ: ଏହି ବର୍ଷ ଶ୍ରାବଣ ମାସ ସର୍ବାର୍ଥ ସିଦ୍ଧି ଯୋଗ ଓ ଆୟୁଷ୍ମାନ ଯୋଗ ସହ ଆରମ୍ଭ ହେଉଛି। ଏହା ସହିତ ପ୍ରଥମ ଶ୍ରାବଣ ସୋମବାରରେ ପ୍ରୀତି ଯୋଗର ସଂଯୋଗ ହେଉଛି। ଏହି ଶୁଭ ସଂଯୋଗରେ ଶ୍ରାବଣ ସୋମବାରର ଉପବାସ…

ହୀରାକୁଦରେ ପାଣି ପଶୁଛି କମ, ବାହାରୁଛି ଅଧିକ

ହୀରାକୁଦ ଜଳଭଣ୍ଡାରର କମିବାରେ ଲାଗିଛି ଜଳସ୍ତର। ବାସ୍ତବରେ ହୀରାକୁଦକୁ ପାଣିର ପ୍ରବେଶ କମ ଥିବାବେଳେ ନିଷ୍କାସନ ଅଧିକ ହେଉଛି। ହୀରାକୁଦ ଗେଟରେ 20ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଥିବାବେଳେ ଏବେ ହୀରାକୁଦ…

ଆଉ ମାତ୍ର ଦୁଇ ଦିନ, ଗୁରୁ ଉଦୟ ସହ ଖୋଲିବ ଭାଗ୍ୟର ଦ୍ୱାର! ଜାଣନ୍ତୁ କେଉଁ ରାଶି ଉପରେ ବର୍ଷିବ କୃପା

୨୦୨୫ ଜୁଲାଇ ମାସ ଏକ ବଡ଼ ପରିବର୍ତ୍ତନ ଆଣୁଛି। ୯ ଜୁନରୁ ଅସ୍ତ ହୋଇଥିବା ଦେବଗୁରୁ ବୃହସ୍ପତି ଆଉ ଦୁଇ ଦିନ ପରେ, ଅର୍ଥାତ୍ ୯ ଜୁଲାଇ ୨୦୨୫ରେ ପୂର୍ଣ୍ଣ ରୂପେ ଉଦୟ (ଗୁରୁ ଉଦୟ) ହେବେ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଗୁରୁ…