ଭାରତରେ କେତେ ଶିଶୁ ସମୟ ପୂର୍ବରୁ ଜନ୍ମ ନିଅନ୍ତି? ୧୭% ନବଜାତଙ୍କ ଓଜନ ମଧ୍ୟ ରହୁଛି କମ; ରିସର୍ଚ୍ଚରୁ ଆଶ୍ଚର୍ଯ୍ୟଜନକ ଖୁଲାସା

ଭାରତରେ ଶିଶୁ ସ୍ୱାସ୍ଥ୍ୟ ଓ ମାତୃ ସ୍ୱାସ୍ଥ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଜନସ୍ୱାସ୍ଥ୍ୟ ସମସ୍ୟା ହୋଇ ରହିଛି। ନିକଟରେ ପ୍ରକାଶିତ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ (NFHS-5, 2019-21) ଅନୁଯାୟୀ, ଭାରତରେ ୧୩% ଶିଶୁ ସମୟ…

ଠାକରେ ଭାଇ ମୋତେ ଶ୍ରେୟ ଦେଇଥିବାରୁ ମୁଁ କୃତଜ୍ଞତା ଜଣାଉଛି କହିଲେ ଦେବେନ୍ଦ୍ର ଫଡନାଭିସ୍, ମୋ’ ଉପରେ ନିଶ୍ଚିତ ବାଲସାହେବଙ୍କ…

ମୁମ୍ବାଇ,୫ା୭: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍  ରାଜ ଠାକରେଙ୍କ ପ୍ରତି ତାଙ୍କର କୃତଜ୍ଞତା ପ୍ରକାଶ କରିଛନ୍ତି। ଶନିବାର ଉଦ୍ଧବ ଠାକରେଙ୍କ ସହିତ ବିଜୟ ରାଲିରେ, ରାଜ ଠାକରେ କହିଥିଲେ ଯେ, ବାଲସାହେବ…

ଓଡ଼ିଶାର ଏହି ମହାଦେବ ମନ୍ଦିର ଘୋଷଣା ହେଲା ASI ସୁରକ୍ଷିତ ସ୍ମାରକୀ

ଭୁବନେଶ୍ୱର: ଭାରତୀୟ ପୁରାତତ୍ତ୍ୱ ସର୍ବେକ୍ଷଣ (ଏଏସଆଇ) ଖୋର୍ଦ୍ଧା ଜିଲ୍ଲାର ବାଣପୁର ବ୍ଲକ ଅନ୍ତର୍ଗତ ପୁଞ୍ଜିଆମା ଗ୍ରାମରେ ଅବସ୍ଥିତ ୬ଷ୍ଠ ଶତାବ୍ଦୀରେ ନିର୍ମିତ ସ୍ୱପ୍ନେଶ୍ୱର ମହାଦେବ ମନ୍ଦିରକୁ ସୁରକ୍ଷିତ ସ୍ମାରକୀ…

ଓଡ଼ିଶା ସରକାରଙ୍କ ନିଷ୍ପତ୍ତି ପରିବର୍ତ୍ତନ: ଏହି ୩ ବ୍ୟାଙ୍କ ଉପରୁ କଟକଣା ହଟାଇଲେ ସରକାର

ଭୁବନେଶ୍ୱର: ଓଡ଼ିଶା ସରକାର ତିନୋଟି ଘରୋଇ ବ୍ୟାଙ୍କ—ଏଚଡିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ ଏବଂ ଆକ୍ସିସ ବ୍ୟାଙ୍କଙ୍କୁ ରାଜ୍ୟ ସରକାରୀ ସଂସ୍ଥା ଓ ବିଭାଗମାନଙ୍କର ବ୍ୟବସାୟ ଏବଂ ଜମା ରାଶି ପରିଚାଳନା ପାଇଁ…

ଟିମ୍ ଇଣ୍ଡିଆ ୧୩ ମାସ ଯାଏଁ ଯିବନି ଏହି ଦେଶ, ବଡ଼ ସିରିଜକୁ ସ୍ଥଗିତ ରଖିଲା BCCI

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ବାଂଲାଦେଶ ଗସ୍ତ ଅଫିସିଆଲ ଭାବେ ସ୍ଥଗିତ ହୋଇଛି। ଭାରତୀୟ ଟିମକୁ ଅଗଷ୍ଟ ମାସରେ ଦିନିକିଆ ଏବଂ ଟି୨୦ ସିରିଜ ପାଇଁ ବାଂଲାଦେଶ ଗସ୍ତ କରିବାକୁ ଥିଲା, ହେଲେ ବର୍ତ୍ତମାନ ଏହି ସିରିଜକୁ ୧୩ ମାସ…

ଭାଇ, ଭଉଣୀକୁ ବାହା ହେବାର ପରମ୍ପରା, ମା’-ବାପା ହୋଇଯାଆନ୍ତି ଶାଶୂ ଶ୍ବଶୁର

ଓଡିଶା ଭାସ୍କର: ଏଠାରେ ରହିଛି ନିଜ ଭଉଣୀକୁ ଭାଇ ବାହା ହେବାର ପରମ୍ପରା। ଆଜ୍ଞା ହଁ, ଅଜବ ଲାଗୁଥିଲେ ମଧ୍ୟ କଥାଟା ସତ। ସମୃଦ୍ଧ ସଂସ୍କୃତି, ସୁନ୍ଦର ମନ୍ଦିର ଏବଂ ଅନନ୍ୟ ପରମ୍ପରା ପାଇଁ ଜଣାଶୁଣା ଦେଶ ଥାଇଲ୍ୟାଣ୍ଡରେ…

୬ ଜଣଙ୍କୁ ହତ୍ୟା, ପରେ ଦିଅରକୁ ବିବାହ, ସମ୍ପତ୍ତି ପାଇଁ ସବୁ ସୀମା ପରି କରିଦେଲେ ଏହି ମହିଳା

ନୂଆଦିଲ୍ଲୀ: ଆପଣ ଫିଲ୍ମରେ ଦେଖୁଥିବେ କିଏ ସଂପତ୍ତି ଲୋଭରେ ପରିବାରକୁ ହତ୍ୟା କରୁଛି। ହେଲେ ଏମିତି ଏକ ଘଟଣା ସତ ଜୀବନରେ ଘଟିଛି। ନେଟଫ୍ଲିକ୍ସରେ ଆସିଥିବା ଏକ ଡକ୍ୟୁମେଣ୍ଟ୍ରୀ ଫିଲ୍ମ ‘Curry & Cyanide: The…

ଇନଷ୍ଟାଗ୍ରାମରେ କେତେ ଲାଇକ୍ ଓ ଫଲୋଅର୍ସରେ ମିଳେ ଟଙ୍କା? ଜାଣନ୍ତୁ କେବେ ହୁଏ ମୋନେଟାଇଜେସନ

ଆଜିର ଡିଜିଟାଲ ଯୁଗରେ ଇନଷ୍ଟାଗ୍ରାମ କେବଳ ଫଟୋ ଓ ଭିଡିଓ ଶେୟାର କରିବାର ପ୍ଲାଟଫର୍ମ ନୁହେଁ, ବରଂ ଏକ ରୋଜଗାରର ମାଧ୍ୟମ ମଧ୍ୟ ହୋଇଛି। ଲକ୍ଷାଧିକ ଉପଭୋକ୍ତା ଇନଷ୍ଟାଗ୍ରାମ ମାଧ୍ୟମରେ ନାଁ ଓ ଟଙ୍କା ଦୁଇଟି ରୋଜଗାର…

ବୁମରାହଙ୍କ ସହ ଖେଳିବା ବେଳେ ଦୁର୍ବଳ ହୋଇଯାଆନ୍ତି କି ମହମ୍ମଦ ସିରାଜ? ଜାଣନ୍ତୁ ଆଶ୍ଚର୍ଯ୍ୟ ସତ

ଓଡିଶା ଭାସ୍କର: ଟେଷ୍ଟ କ୍ରିକେଟରେ ଭାରତୀୟ ଦଳର ଦ୍ରୁତ ବୋଲର ମହମ୍ମଦ ସିରାଜ ବର୍ତ୍ତମାନ ଭଲ ଫର୍ମରେ ଅଛନ୍ତି। ସେ ଦ୍ଵିତୀୟ ଟେଷ୍ଟରେ ଦମଦାର ବୋଲିଂ କରି ଫ୍ୟାନ୍ସଙ୍କ ହୃଦୟ ଜିତିଛନ୍ତି। କିନ୍ତୁ ଏହି ମ୍ୟାଚରେ…

ଭଙ୍ଗା ଓ ଖରାପ ହେଲମେଟରୁ ମୁକ୍ତି ପାଇବେ ଗାଡ଼ିଚାଳକ, ରାଜ୍ୟମାନଙ୍କୁ କେନ୍ଦ୍ରର ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଗାଡ଼ିଚାଳକଙ୍କ ପାଇଁ ଖୁସି ଖବର। ଆଗକୁ ଏମାନଙ୍କୁ ଖରାପ ବା ନିମ୍ନମାନର କ୍ୱାଲିଟିର ହେଲମେଟରୁ ମୁକ୍ତି ମିଳିବାକୁ ଯାଉଛି। କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ବାଇକ ଚାଳକଙ୍କର ସୁରକ୍ଷାକୁ ଦୃଷ୍ଟି ରଖି ଖରାପ…