ଦେଶ ବିରୋଧୀ ଭାଇରାଲ ଭିଡିଓ ଏବଂ କଣ୍ଟେଣ୍ଟ ହେବ ବ୍ଲକ୍‌! ସରକାର ଆଣୁଛନ୍ତି ଜାତୀୟ ନୀତି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସୋସିଆଲ ମିଡିଆରେ ଦେଶ ବିରୋଧୀ ଘୃଣା ପ୍ରସାରିତ କରୁଥିବା ଲୋକଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ସୋସିଆଲ ମିଡିଆରେ ଦେଶ ବିରୋଧୀ ଭିଡିଓ ବା…

ବନ୍ୟାଞ୍ଚଳରେ ପହଞ୍ଚିଲେ ଗଣଶିକ୍ଷା ମନ୍ତ୍ରୀ, ପିଲାଙ୍କ ପାଠ ପଢା ସମ୍ପର୍କରେ କଲେ ତଦାରଖ

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ବର୍ଷା ଜାରି ରହିଛି। ଏଥିପାଇଁ ଅନେକ ଜିଲ୍ଲାର କିଛି ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିଛି। ଅନେକ ସ୍ଥାନରେ ବହୁତ ଲୋକେ ପାଣି ଘେରରେ ରହିଛନ୍ତି। ବନ୍ୟା ପରିସ୍ଥିତି ଯୋଗୁଁ ପିଲାଙ୍କ…

ୟୁଟ୍ୟୁବ୍-ଇନଷ୍ଟାଗ୍ରାମ ପରି ଏବେ ଟେଲିଗ୍ରାମରୁ ମଧ୍ୟ ରୋଜଗାର କରିପାରିବେ ଲକ୍ଷ ଲକ୍ଷ ଟଙ୍କା, ଜାଣନ୍ତୁ କିପରି…

ଓଡ଼ିଶା ଭାସ୍କର: ଏବେ Telegram କେବଳ ଏକ ମେସେଜିଂ ଆପ୍ ନୁହେଁ, ବରଂ ଏହା ରୋଜଗାର ପାଇଁ ଏକ ବଡ଼ ପ୍ଲାଟଫର୍ମ ପାଲଟିଛି । ସାରା ବିଶ୍ବରେ କୋଟି କୋଟି ବ୍ୟବହାରକାରୀ ଏହାକୁ ବ୍ୟବହାର କରନ୍ତି । କିନ୍ତୁ ଏହି ଟ୍ରେଣ୍ଡ୍…

ଝାଡ଼ଖଣ୍ଡ ବୁଲି ଘରକୁ ଫେରୁଥିଲେ… ମଝି ରାସ୍ତାରେ ଚଳନ୍ତା ଟ୍ରେନରୁ ଠେଲିଦେଲା ରାକ୍ଷସ ସ୍ବାମୀ, ବର୍ଷେ ପୂର୍ବରୁ ହୋଇଥିଲା ପ୍ରେମ ବିବାହ

ନୂଆଦିଲ୍ଲୀ; ଝାଡ଼ଖଣ୍ଡର ରାମଗଡ଼ର ପାତ୍ରାତୁରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଚଳନ୍ତା ଟ୍ରେନ୍‌ରୁ ଠେଲି ଦେଇଥିଲେ । ଏହା ପରେ, ମହିଳାଙ୍କୁ ଏକ ନାଳରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ମହିଳାଙ୍କୁ ଡାକ୍ତରଖାନାରେ…

ମା’ ମଙ୍ଗଳାଙ୍କ ସ୍ତୁତି ପଢିଲେ ଦୂର ହୁଏ ସବୁ ଦୁଃଖ, ବିପଦରୁ ପାଇବେ ରକ୍ଷା, ଜାଣନ୍ତୁ ମନ୍ତ୍ର

ଓଡ଼ିଶା ଭାସ୍କର: ଆମ ହିନ୍ଦୁ ଧର୍ମରେ ଅନେକ ଦେବା-ଦେବୀଙ୍କୁ ପୂଜା କରାଯାଇଥାଏ। ସପ୍ତାହର ସାତ ବାରରେ ଭିନ୍ନ ଭିନ୍ନ ଦେବାଦେବୀଙ୍କୁ ବିଶେଷ ଭାବେ ପୂଜା କରାଯାଇଥାଏ। ମାଆ ମଙ୍ଗଳା ହେଉଛନ୍ତି ପ୍ରତ୍ୟେକ୍ଷ ଠାକୁରାଣୀ।…

ଘରୋଇ କଳହର କରୁଣ ପରିଣତି..ସ୍ତ୍ରୀ ସହ ଝଗଡ଼ା ପରେ ନିଜ ବେକ କାଟିଲେ, ପରେ ବାଇକ ଚଳାଇ ଡାକ୍ତରଖାନାକୁ ଆସିଲେ

ଭୁବନେଶ୍ବର: ସିଲ୍କ ସିଟି ବ୍ରହ୍ମପୁରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସ୍ତ୍ରୀ ସହିତ ଝଗଡା କରି ନିଜ ବେକ କାଟି ଦେଇଛନ୍ତି ଯୁବକ । ଘରୋଇ କଳିକୁ ନେଇ ବେକ କାଟିଥିବା ସୂଚନା । ଆହତ ଯୁବକ ହେଲେ ଅଶୋକ କୁମାର…

ଆଜି ତୃତୀୟ ଟି୨୦ ଜିତି ଇଂଲଣ୍ଡରେ ଇତିହାସ ରଚିପାରେ ଭାରତୀୟ ମହିଳା ଟିମ୍‌, ପ୍ରଥମ ଥର ହେବ ଏମିତି!

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଟିମ ଏବଂ ଇଂଲଣ୍ଡ ମହିଳା କ୍ରିକେଟ ଟିମ ମଧ୍ୟରେ ଆଜି The Oval ଷ୍ଟାଡିୟମରେ ତୃତୀୟ ଟି ୨୦ ମ୍ୟାଚ ଖେଳାଯିବ। ଏହି ମୁକାବିଲା ଜିତି ହରମନପ୍ରୀତ କୌରଙ୍କ କ୍ୟାପ୍ଟେନସିପରେ ଟିମ୍…

55 ବର୍ଷୀୟ ଦାଦା ପ୍ରେମରେ ଅନ୍ଧ ଝିଆରୀ, ବିବାହର 45 ଦିନ ପରେ ସ୍ବାମୀକୁ କଲା ହତ୍ୟା

ବିହାର: ଗତ କିଛି ଦିନ ତଳେ ମେଘାଳୟରେ ହନିମୁନ୍ ବେଳେ ମର୍ଡର ଘଟଣାକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା । ଏଭଳି ନିର୍ମମ ହତ୍ୟାର କଥା ମନରୁ ନ ଲିଭୁଣୁ ପୁଣି ସେପରି ଏକ ଖବର ବିହାରରୁ ଆସିଛି । ବିବାହର…

(Video) ବିମାନରେ ଜଣେ ଯାତ୍ରୀଙ୍କ ଗଳା ଦବାଇଲେ ଭାରତୀୟ ବଂଶୋଦ୍ଭବ ବ୍ୟକ୍ତି, ଆମେରିକାରେ ଗିରଫ

ନୂଆଦିଲ୍ଲୀ: ଫିଲାଡେଲଫିଆରୁ ମିଆମି ଯାଉଥିବା ଏକ ବିମାନରେ ଉତ୍ତେଜନା ଦେଖେଦେଇଛି । ତାଙ୍କ ପାଖରେ ବସିଥିବା ଜଣେ ଯାତ୍ରୀଙ୍କୁ ଆକ୍ରମଣ କରିବା ଅଭିଯୋଗରେ ଜଣେ ଭାରତୀୟ ବଂଶୋଦ୍ଭବ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଏହି…

ଲାଗି ରହିଛି ଲଗାଣ ବର୍ଷା, ବ୍ଲକ ଓ ତଦସିଲରେ ଖୋଲିଲା କଣ୍ଟ୍ରୋଲ୍ ରୁମ

କୋରାପୁଟ: ଲଘୁଚାପ ପ୍ରଭାବରେ ରାଜ୍ୟରେ ଲାଗି ରହିଛି ଲଗାଣ ବର୍ଷା । ଆଗକୁ ଆହୁରି ଭୀଷଣ ବର୍ଷା ହେବା ନେଇ ଆକଳନ କରାଯାଉଛି । ବିଗତ ବର୍ଷ ମାନଙ୍କ ତୁଳନାରେ ଚଳିତ ବର୍ଷ ଅଧିକ ବର୍ଷା ହୋଇଥିବା ଆକଳନ କରିଛି ପାଣିପାଗ…