ଓଲଟି ପଡ଼ିଲା ଶ୍ରମିକଙ୍କୁ ନେଇ ପ୍ଲାଣ୍ଟ ଯାଉଥିବା ଭ୍ୟାନ୍‌, ୨ ମୃତ, ୪ ଗୁରୁତର

କୋଇଡ଼ା: ସକାଳୁ ସକାଳୁ ଏକ ମର୍ମନ୍ତୁଦ ଦୁର୍ଘଟଣା କୋଇଡ଼ାରୁ ସାମ୍ନାକୁ ଆସିଛି। ଏହି ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିବା ସହ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଯାହାପରେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।…

ପ୍ରଧାନମନ୍ତ୍ରୀ କମଲା ବିସେସରଙ୍କୁ ମହାକୁମ୍ଭର ପବିତ୍ର ଜଳ ଦେଲେ ପିଏମ ମୋଦୀ, କହିଲେ-ସେ ବିହାରର ଝିଅ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ତ୍ରିନିଦାଦ ଏବଂ ଟୋବାଗୋର ଯାତ୍ରା ସମୟରେ ସେଠାରେ ପ୍ରଧାନମନ୍ତ୍ରୀ କମଲା ପ୍ରସାଦ-ବିସେସରଙ୍କୁ ମହାକୁମ୍ଭର ସଂଗମ ଏବଂ ସରୟୁ ନଦୀର ପବିତ୍ର ଜଳ ଦେଇଛନ୍ତି। ଏଥିସହ…

ବିଳମ୍ବିତ ରାତିରେ ପ୍ରଶଂସକମାନଙ୍କୁ ଟାକ୍ସ ଦେଲେ ସଲମାନ ଖାନ୍, ସଠିକ୍ ଦିଗରେ କଠିନ ପରିଶ୍ରମ କର କହି..

ନୂଆଦିଲ୍ଲୀ: ସଲମାନ ଖାନଙ୍କ ଫିଲ୍ମ ବକ୍ସ ଅଫିସରେ ଭଲ ନ ହୋଇପାରେ, କିନ୍ତୁ ଲୋକଙ୍କ ହୃଦୟରେ ତାଙ୍କ ପ୍ରତି ଥିବା ଭଲପାଇବା କେବେ ହ୍ରାସ ପାଇବ ନାହିଁ । ଉଦାର ହୃଦୟର ସଲମାନ କେବେ ତାଙ୍କ ପ୍ରଶଂସକଙ୍କୁ ନିରାଶ କରନ୍ତି…

ଅନିଶ୍ଚିତତା ଘେରରେ ପୁରୀ ବିମାନବନ୍ଦର, ସ୍ଥଗିତ ରହିଲା ଜଙ୍ଗଲ ଜମି ଅଧିଗ୍ରହଣ ଅନୁମୋଦନ

ପୁରୀ: ଅନିଶ୍ଚିତତା ଘେରରେ ପୁରୀ ବିମାନବନ୍ଦର । ଆପତ୍ତି ଉଠାଇଲା କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ । ସ୍ଥଗିତ ରହିଲା ଜଙ୍ଗଲ ଜମି ଅଧିଗ୍ରହଣ ଅନୁମୋଦନ । ବିଦେଶୀ ପକ୍ଷୀ ଓ ଅଲିଭ ରିଡଲେଙ୍କ ସୁରକ୍ଷାକୁ…

‘Covid Vaccine ପାଇଁ ହେଉନି ହାର୍ଟଆଟାକ’, ICMR ଏବଂ AIIMSର ଷ୍ଟଡୀରେ ବଡ଼ ଖୁଲାସା

ନୂଆଦିଲ୍ଲୀ:AIIMS ଏବଂ ICMR ଦାବି କରିଛନ୍ତି ଯେ, Covid Vaccine ନିରାପଦ ଏବଂ ଏହା ଯୋଗୁଁ ଲୋକଙ୍କୁ ହୃଦଘାତ ହେଉନାହିଁ। AIIMS ଏବଂ ICMR ଦ୍ୱାରା କରାଯାଇଥିବା ଏକ ସର୍ଭେରେ ଏହି ସୂଚନା ସାମ୍ନାକୁ ଆସିଛି। ଏହା…

ଆରେ ଆରେ ଏ କଣ..ମ୍ୟାଚ୍ ମଝିରେ ଜାଡେଜାଙ୍କର ଖୋଲିଗଲା ପ୍ଯାଣ୍ଟ୍, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଛି 5 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ । ଏହି ସିରିଜର ଦ୍ବିତୀୟ ମ୍ୟାଚ୍ ଏଜବାଷ୍ଟନ ଷ୍ଟାଡିୟମରେ ଖେଳା ଯାଉଛି । ଏହି ମ୍ୟାଚ୍‌ର ଦ୍ୱିତୀୟ ଦିନ ଶେଷରେ, ଇଂଲଣ୍ଡ ଦଳ…

ଚିକାଗୋରେ ନାଇଟ୍ କ୍ଲବ୍ ବାହାରେ ଆଖିବୁଜା ଗୁଳିମାଡ଼, 4ଜଣଙ୍କ ମୃତ୍ୟୁ 14 ଆହତ

ନୂଆଦିଲ୍ଲୀ: ଆମେରିକାର ଚିକାଗୋ ସହରରେ ବୁଧବାର ରାତିରେ ଏକ ରେଷ୍ଟୁରାଣ୍ଟ ବାହାରେ ଗୁଳିକାଣ୍ଡ ହୋଇଥିଲା, ଯେଉଁଥିରେ 4 ଜଣଙ୍କର ମୃତ୍ୟୁ ହୋଇଥିଲା। ସେହି ସମୟରେ 14 ଜଣ ଆହତ ହୋଇଥିଲେ। ଚିକାଗୋ ପୋଲିସ ଅନୁଯାୟୀ, ଅତି…

ସକାଳୁ ସକାଳୁ ଶରୀରରେ ଏହି ଲକ୍ଷଣ ଦେଖୁଥିଲେ, ସଙ୍ଗେ ସଙ୍ଗେ ଚେକ୍ କରନ୍ତୁ ଡାଇବେଟିସ୍‌

ନୂଆଦିଲ୍ଲୀ: ଖରାପ ଜୀବନଶୈଳୀ ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଯୋଗୁଁ, ଡାଇବେଟିସ୍‌ ରୋଗ ବୃଦ୍ଧି ପାଉଛି। ପିଲାଙ୍କଠାରୁ ବୟସ୍କ ପର୍ଯ୍ୟନ୍ତ, ଏହି ଗମ୍ଭୀର ରୋଗ ସମସ୍ତ ବୟସର ଲୋକଙ୍କୁ ପ୍ରଭାବିତ କରୁଛି। ଯଦି ଆପଣ…

IND vs ENG :BCCIର ନିୟମ ଭାଙ୍ଗିବା ପରେ ଜାଡେଜାଙ୍କୁ ମିଳିବକି ଦଣ୍ଡ? ବ୍ୟାନ ହୋଇଥିବା କାର୍ଯ୍ୟ କରି ସେ ଚର୍ଚ୍ଚାରେ

ନୂଆଦିଲ୍ଲୀ: ଏଜବାଷ୍ଟନ ଟେଷ୍ଟ ମ୍ୟାଚ୍ ର ପ୍ରଥମ ଇନିଂସରେ ଚମତ୍କାର ଅର୍ଦ୍ଧଶତକ ଖେଳିଥିବା ଟିମ୍ ଇଣ୍ଡିଆର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଏକ ବଡ଼ ଭୁଲ କରିଛନ୍ତି । ସେ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) ର…

ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ, ଆଜି ସନ୍ଧ୍ୟା 6 ଟାରୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ଦର୍ଶନ ବନ୍ଦ

ପୁରୀ: ଆଜି ଶୋଧ ହେବ ଶ୍ରୀଗୁଣ୍ଡିଚା ମନ୍ଦିର । ଆଜି ସନ୍ଧ୍ଯା 6 ଟାରୁ ମହାପ୍ରଭୁଙ୍କ ଦର୍ଶନ ପାଇବାରୁ ବଞ୍ଚିତ ହେବେ ଭକ୍ତ । ସେପଟେ ବାହୁଡ଼ା ଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଗତକାଲି ନନ୍ଦିଘୋଷ ରଥକୁ…