ରତ୍ନାକର ସାହୁଙ୍କୁ ମାଡ଼ ଘଟଣାରେ BMC ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ, ରାସ୍ତାରୁ ହଟୁନି ଅଳିଆ
ଭୁବନେଶ୍ବର: ବିଏମସି ଅଫିସରେ ଅଫିସର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମାଡ଼ ଘଟଣାରେ ଜୋରଦାର ପ୍ରତିବାଦ ଦେଖାଯାଇଛି । BMC ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ କରାଯାଇଛି ।
ମାଡ଼ ଘଟଣାର ପ୍ରତିବାଦରେ ସଫେଇ…