ଖୋଲିବ AIR INDIA ବିମାନ ଦୁର୍ଘଟଣାର ରହସ୍ୟ! ବ୍ଲାକବକ୍ସରୁ ମିଳିଲା ଦୁର୍ଘଟଣାର ଡେଟା
ନୂଆଦିଲ୍ଲୀ: ମାତ୍ର କେଇଟା ଦିନ ପରେ ଖୋଲିବ ଗୁଜୁରାଟ ଅହମଦାବାଦ୍ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ଗୁମର । ଦୁର୍ଘଟଣାଗ୍ରସ୍ତ ଅହମଦାବାଦ ବିମାନର କ୍ଲାକ ବକ୍ସରୁ ଦୁର୍ଘଟଣା ଡେଟା ମିଳିଲା ।
ଏଏଆଇବି ଲାବରେ ସଫଳତାର…