ବ୍ୟାଟ୍ସମ୍ୟାନଙ୍କୁ ଭୁଆଁ ବୁଲିବାକୁ ଚେଷ୍ଟା କରିଥିଲେ ବିରାଟ କୋହଲି, ବାଂଲାଦେଶ ଖେଳାଳି ଆଣିଲେ ବଡ଼ ଅଭିଯୋଗ
ନୂଆଦିଲ୍ଲୀ: ବାଂଲାଦେଶ ୱିକେଟ କିପର ନୁରୁଲ ହାସାନ ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ଉପରେ ବଡ଼ ଅଭିଯୋଗ ଆଣିଛନ୍ତି। ବୁଧବାର ବାଂଲାଦେଶ ବ୍ୟାଟିଂ ସମୟରେ ବିରାଟ ପ୍ରତିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଭୁଆଁ ବୁଲାଇବା ପାଇଁ…