Vijaya Hazare Trophy: ୧୫ ବର୍ଷ ପରେ ଚାମ୍ପିୟନ ହେଲା ସୌରାଷ୍ଟ୍ର, ମହାରାଷ୍ଟ୍ର ୫ ୱିକେଟରେ ପରାସ୍ତ
ନୂଆଦିଲ୍ଲୀ: ଆଜି ସୌରାଷ୍ଟ୍ର ଓ ମହାରାଷ୍ଟ୍ର ମଧ୍ୟରେ ବିଜୟ ହଜାରେ ଟ୍ରଫିର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ତେବେ ମହାରାଷ୍ଟ୍ରକୁ ପରାସ୍ତ କରି ସୌରାଷ୍ଟ୍ର ଚାମ୍ପିୟନ ହୋଇଛି । ସୌରାଷ୍ଟ୍ର ଟସ୍ ଜିତି ପ୍ରଥମେ…