Breaking News ଗ୍ୟାସ ଟାଙ୍କି ଫାଟି ଜଳିଗଲା ଅଙ୍ଗନବାଡି, ଅଳ୍ପକେ ବର୍ତ୍ତିଲେ ପିଲା Odisha Bhaskar Bureau Nov 11, 2022 ସାଲେପୁର: ଛୋଟ ଶିଶୁର ପ୍ରଥମ ଶିକ୍ଷାକେନ୍ଦ୍ର ହେଉଛି ଅଙ୍ଗନବାଡ଼ି । ସେଠାରେ ପିଲା ପାଠ ପଢି ନିଜର ମୂଳଦୁଆକୁ ମଜବୁତ କରି ସାରିବା ପରେ ବିଦ୍ୟାଳୟ ଯାଇଥାଏ । ହେଲେ ଏଠାରେ ଯଦି ଦୁର୍ଘଟଣା ଘଟେ ତେବେ ଛୋଟ କୁନି ପିଲାଙ୍କ…
Breaking News ରାଜୀବ ଗାନ୍ଧି ହତ୍ୟା ମାମଲା: ଜେଲରୁ ମୁକ୍ତ ହେବେ ନଳିନୀ ସମେତ ସମସ୍ତ ୬ ଦୋଷୀ, ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ Manas Pradhan Nov 11, 2022 ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ହତ୍ୟା ମାମଲାରେ ଏକ ନୂଆ ଅପଡେଟ୍ ଆସିଛି । ଏହି ମାମଲାରେ ଦଣ୍ଡ ଭୋଗୁଥିବା ସମସ୍ତ ଦୋଷୀଙ୍କୁ ଜେଲରୁ ମୁକ୍ତ କରାଯିବ । ନଳିନୀ ଶ୍ରୀହରନଙ୍କ ସମେତ ଅନ୍ୟ…
Breaking News ରାଜଧାନୀରେ ଯୁବତୀଙ୍କ ଆତ୍ମହତ୍ୟ; ମୃତ୍ୟୁର କାରଣ ଅସ୍ପଷ୍ଟ Abinash Kumar Dhal Nov 11, 2022 ଭୁବନେଶ୍ୱର: ଦେଶ ତଥା ରାଜ୍ୟରେ ଦିନକୁ ଦିନ ଆତ୍ମହତ୍ୟା ମାମଲା ବଢିବାରେ ଲାଗିଛି । ଖାସ କରି ଯୁବପଢିମାନେ ଅଧିକ ମାତ୍ରାରେ ଏହାର ଶିକାର ହେଉଛନ୍ତି । ନିକଟରେ ଏପରି ଅନେକ ମାମଲା ଦେଖିବାକୁ ମିଳିଥିବା ବେଳେ,…
Featured ଚିଠିରେ ଲେଖିଲେ ହଷ୍ଟେଲ କଥା, ସ୍କୁଲରେ ପହଁଚି ଭାବବିହ୍ୱଳ ହେଲେ ରାଷ୍ଟ୍ରପତି Odisha Bhaskar Bureau Nov 11, 2022 ଭୁବନେଶ୍ୱର: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଶେଷ ଦିନ । ତେବେ ସେ ଆଜି ଦୁଇଟି ସ୍କୁଲ ପରିକ୍ରମା କରିଥିଲେ । ସକାଳ ୯ଟାରେ ପ୍ରଥମେ ଖଣ୍ଡଗିରି ତପୋବନ ହାଇ ସ୍କୁଲ ଗସ୍ତ କରିଥିଲେ । ଏହାପରେ ନିଜେ…
Breaking News ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା BJP, ୧୪ରେ ନାମାଙ୍କନ ପତ୍ର ଦାଖଲ Manas Pradhan Nov 11, 2022 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ଡିସେମ୍ବର ମାସ ୫ ତାରିଖରେ ଅନୁଷ୍ଠିତ ହେବ ପଦ୍ମପୁର ଉପନିର୍ବାଚନ । ଏନେଇ ଗତକାଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଗତ ୫ ତାରିଖରେ ପଦ୍ମପୁର ଉପନିର୍ବାଚନ ପାଇଁ ତାରିଖ ଘୋଷଣା…
Breaking News ଜୋତା ପାଇଁ ବିଗିଡ଼ିଲା ମାମଲା: ଥାନାରେ FIR ଦାୟର କଲେ ଯୁବକ, ତଦନ୍ତ କରୁଛନ୍ତି ଦୁଇ ରାଜ୍ୟ ପୋଲିସ Manas Pradhan Nov 11, 2022 ନୂଆଦିଲ୍ଲୀ: ଆପଣମାନେ ସାଧାରଣ ଭାବେ ଗାଡ଼ି, ସୁନା ଗହଣା ବା ଅନ୍ୟ କୌଣସି ମୂଲ୍ୟବାନ ଜିନିଷ ଚୋରି ହେଲେ ପୋଲିସରେ ଅଭିଯୋଗ କରିଥାନ୍ତି । ତେବେ ଜୋତା ଚୋରିହେଲେ କେବେ ଏଫଆଇଆର ଦାୟର ହେବା ଶୁଣିଛନ୍ତି କି? ନିକଟରେ ଏଭଳି…
Featured ସୁନା ଚାନ୍ଦି ଦରରେ ଆସିଲା ପରିବର୍ତ୍ତନ, ବାଉନ ହଜାର ଉପରେ ସୁନା Odisha Bhaskar Bureau Nov 11, 2022 ନୂଆଦିଲ୍ଲୀ: ଆଜି ସୁନା ଚାନ୍ଦି ଦରରେ ପରିବର୍ତ୍ତନ ଘଟିଛି । ଏନେଇ ମଲ୍ଟି ପ୍ରାଇସ ଏକ୍ସଚେଞ୍ଜରେ ଆଜି ସୁନାଦର ୧୦ଗ୍ରାମ ପିଛା ୫୨୦୦୦ ଟଙ୍କା ବାହାର କରାଯାଇଥିଲା । ପୁଣି ସେଥିରେ ଚାନ୍ଦି ଦର ୧୦୦ଗ୍ରାମ ପିଛା ୬୨୦୦୦…
Breaking News ଇଡିର ରେଡ ପରେ ଖଗେଶ୍ୱର ଗିରଫ; ଅର୍ଚ୍ଚନାଙ୍କ ମାମଲାରେ ଆସିବ କି ନୂଆ ମୋଡ ? Abinash Kumar Dhal Nov 11, 2022 ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ନେଇ ଚର୍ଚ୍ଚା ଲାଗି ରହୁଥିବା ବେଳେ,ଏହାକୁ ନେଇ ବର୍ତ୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଏହି ମାମଲାରେ ଇଡି ନେଇଛି ବଡ଼ କାର୍ଯ୍ୟାନୁଷ୍ଠାନ । ଅର୍ଚ୍ଚନାଙ୍କ…
Breaking News ରାଜଧାନୀରେ ମାତିଛନ୍ତି ଅଣଓଡ଼ିଆ ଯାଯାବର ଗୋଷ୍ଠୀ: ଘରେ ପଶି ସୁନା ଗହଣା ଲୁଟି ନେଉଛି ଜରି ଗୋଟାଳି, ଫେରିବାଲା Manas Pradhan Nov 11, 2022 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଢ଼ିବାରେ ଲାଗିଛି ରାଜଧାନୀ ଭୁବନେଶ୍ୱରରେ ଲୁଟ୍ ତରାଜ । ଦିନ ଦ୍ୱିପ୍ରହରରେ ସୁବିଧା ସୁଯୋଗ ଦେଖି ଘରେ ପଶି ଯାଉଛନ୍ତି ମହିଳା ଲୁଟେରା । ଏମାନେ ମାସେ ଦୁଇ ମାସ, ବର୍ଷେ ଦୁଇ ବର୍ଷର ଛୋଟ…
Featured ଦୁଇ ହଜାର ଟଙ୍କାକୁ ନେଇ ଆସିଲା ବଡ଼ ଖବର, ସୂଚନା ଦେଇଛି RBI Odisha Bhaskar Bureau Nov 11, 2022 ମୁମ୍ବାଇ: ଦୁଇ ହଜାର ଟଙ୍କିଆ ନୋଟକୁ ନେଇ ଆସି ପହଁଚିଛି କିଛି ଖବର । ଭାରତରେ ୬ବର୍ଷ ତଳେ ନୋଟ ବଦଳି ହୋଇଥିଲା । ଏହା ହେବାପରେ ଦେଶର ଅର୍ଥନୀତିରେ ବହୁ ପରିବର୍ତ୍ତନ ପରିଲକ୍ଷିତ ହୋଇଛି । ବର୍ତ୍ତମାନ ସାରା ଦେଶରେ…