ଛୋଟ ପିଲାଙ୍କୁ ବାଇକ୍ ଦିଅନ୍ତୁ ନାହିଁ: ନାବାଳକ ପୁଅ ଧରାପଡ଼ିଲେ ବାପା ଗଣିବେ ଟଙ୍କା ଆଉ ଯିବେ ଜେଲ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲି ଅନେକ ଅଳ୍ପ ବୟସର ପିଲାମାନେ ଦାମି ଗାଡ଼ି ଧରି ରାଜରାସ୍ତାରେ ହାଇସ୍ପିଡରେ ଯାଉଥିବା ଦେଖାଯାଉଛି । ବୟସ ହେବ ୧୫-୧୬, ମାତ୍ର ଗାଡ଼ିର ସ୍ପିଡ ୮୦-୧୦୦ ଟପି ଯାଉଛି । ଅନେକ ନାବାଳକ…