Video: ଗାଧୋଇବା ବେଳେ ନଦୀରେ ଭାସିଗଲା ୨୨ ମାସର ଶିଶୁକନ୍ୟା, ମୃତଦେହ ଉଦ୍ଧାର
ନୟାଗଡ: ଗାଧୋଇବା ବେଳେ ଭାସିଗଲା ୨୨ ମାସର ଶିଶୁକନ୍ୟା। ଖୋଜାଖୋଜି ପରେ ଉଦ୍ଧାର ହେଲା ଶିଶୁକନ୍ୟାର ମୃତଦେହ। ନୟାଗଡ଼ ଜିଲ୍ଲା ଓଡଗାଁ ଗୌଡ଼ପୁଟରେ ଅଘଟଣ। ଗୌଡ଼ପୁଟ ଗାଁ ନିକଟ ଦୁଆଣ୍ଟ ନଦୀରେ ଘଟିଛି ଏହି ଘଟଣା। ଖବର…