ମଦ ନିଶାରେ ଛାତ୍ରଛାତ୍ରୀଙ୍କୁ ନିସ୍ତୁକ ମାଡ: କାର୍ଯ୍ୟାନୁଷ୍ଠାନ ପରେ ମଦ୍ୟପ ଶିକ୍ଷକ ନିଲମ୍ବନ
ମୋହନା: ଶିକ୍ଷକ ମଦ୍ୟପାନ କରି ଛାତ୍ରଛାତ୍ରୀଙ୍କୁ ମାଡ ଘଟଣାରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଯେଉଁଥିରେ ଅଭିଯୁକ୍ତ ଶିକ୍ଷକ ଜଗଦୀଶ୍ୱର ବେହେରାଙ୍କୁ ମୋହନା BEO ନିଲମ୍ବନ କରିଛନ୍ତି । ତେବେ ଶିକ୍ଷକ ଜଗଦୀଶ୍ୱର ମଦ୍ୟପାନ…