ଇଂଲଣ୍ଡ ବିପକ୍ଷରେ ଆଜିଠୁ ଆରମ୍ଭ ହେବ ଟି-୨୦ ସିରିଜ: ଦେଖନ୍ତୁ ପ୍ଲେଇଙ୍ଗ ୧୧

ନୂଆଦିଲ୍ଲୀ: ଆଜିଠୁ ଇଂଲଣ୍ଡ ବିପକ୍ଷରେ ଭାରତର ଟି-୨୦ ସିରିଜ ଆରମ୍ଭ ହେବାକୁ ଯାଉଛି । କୋଭିଡ ଆକ୍ରାନ୍ତ ପରେ ସୁସ୍ଥ ହୋଇ ଟିମକୁ କମବ୍ୟାକ କରିବାକୁ ଯାଉଛନ୍ତି ଅଧିନାୟକ ରୋହିତ ଶର୍ମା । ସେ ଦଳରେ ଉପସ୍ତିତ ରହିବା ଅର୍ଥ…

ଉଦ୍ଧବଙ୍କ ପରି ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ସମଦଶା ? ଦଳରେ ବିଦ୍ରୋହ, ଇସ୍ତଫା ଦେଲେଣି ୪୦ ମନ୍ତ୍ରୀ

ନୂଆଦିଲ୍ଲୀ: କିଛି ଦିନ ପୂର୍ବେ ମହାରାଷ୍ଟ୍ରରେ ଯେମିତି ରାଜନୈତିକ ସ୍ଥିତି ଉପୁଜିଥିଲା ଏବେ ଏହାର ଦୃଶ୍ୟ ବ୍ରିଟେନରେ ମଧ୍ୟ ଦେଖିବାକୁ ମିଳିଛି। ମହାରାଷ୍ଟ୍ରରେ ଉଦ୍ଧବ ଠାକରେ ସରକାରଙ୍କ ପରି ସମ ଦଶା ଭୋଗିବାକୁ…

ବିକିନି ପିନ୍ଧି ମହିଳା ବିଧାୟକ କଲେ ‘ଅଶ୍ଲୀଳ ଡ୍ୟାନ୍ସ’: Video ଦେଖି ତାତିଲେ ଲୋକ!

ନୂଆଦିଲ୍ଲୀ: ଜଣେ ମହିଳା ବିଧାୟକ ନିଜ ଅଞ୍ଚଳର ଲୋକମାନଙ୍କ ଧ୍ୟାନ ନିଜ ଆଡକୁ ଆଣିବା ପାଇଁ ସୋସିଆଲ ମିଡିଆରେ ଏକ ପୋଷ୍ଟ ଅପଲୋଡ କରିଛନ୍ତି, ଯେଉଁଥିରେ ସେ ବିକିନିରେ ଅଶ୍ଲୀଳ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି ।…

‘ଆଳୁ-ପିଆଜ’ ବିକିବା ପରି ଅଧିନାୟକ ବାଣ୍ଟୁଛି ବିସିସିଆଇ, ବୋର୍ଡର ନିଷ୍ପତ୍ତି ଉପରେ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ: ୨୦୨୧ ଟି-୨୦ ବିଶ୍ଵ କପ୍ ପରେ ବିରାଟ କୋହଲି ଟି-୨୦ ଫମାର୍ଟରେ ଅଧିନାୟକ ପଦ ଛାଡି ଦେଇଥିଲେ। ଏହା ପରେ ରୋହିତ ଶର୍ମାଙ୍କୁ ଏହି ଫର୍ମାଟରେ ଅଧିନାୟକ କରାଯାଇଛି। ୨୦୨୨ ଆରମ୍ଭ ସୁଦ୍ଧା ବିରାଟ କୋହଲି ତିନି…

ପକେଟ୍ ଖର୍ଚ୍ଚ ପାଇଁ ମାସକୁ ୧୫୦୦ ଟଙ୍କା ଦେବେ ସରକାର

ନୂଆଦିଲ୍ଲୀ: ଦେଶରେ ଚାକିରିକୁ ନେଇ ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ରହିଛି । ସରକାରୀ ଠାରୁ ବେସରକାରୀ କ୍ଷେତ୍ର ପର୍ଯ୍ୟନ୍ତ, ଚାକିରିର ସୁଯୋଗ ବହୁତ କମ ହୋଇଯାଉଛି । ଏହି କାରଣରୁ ଦେଶରେ ବେକାରଙ୍କ ସଂଖ୍ୟା କ୍ରମାଗତ…

ଗୁରପ୍ରୀତଙ୍କ ହେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ଵନ୍ତ ମାନ, ପିତା ସାଜିଲେ ଅରବିନ୍ଦ କେଜ୍ରିଓ୍ଵାଲ

ଚଣ୍ଡିଗଡ: ବିବାହ ବନ୍ଧନରେ ବାନ୍ଧି ହେଲେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ଵନ୍ତ ମାନ। ଗୁରୁବାର ଡ.ଗୁରପ୍ରୀତ କୌର ସହିତ ସାତ ଫେରା ନେଇଛନ୍ତି ମାନ। ଚଣ୍ଡିଗଡ ସ୍ଥିତ ବାସଭବନରେ ବିବାହ ସମାରୋହ ଆୟୋଜିତ ହୋଇଛି। ଏଥିରେ…

ରାଗିଂ ବିରୋଧରେ ଅଣ୍ଟା ଭିଡିଲା ପ୍ରଶାସନ: ଏହି ଜିଲ୍ଲାରେ ଉପଜିଲ୍ଲାପାଳଙ୍କ ଅଚାନକ ପରିଦର୍ଶନ

ଗଜପତି: ରାଗିଂ ଯୋଗୁ ବିଜେବି କଲେଜ ଛାତ୍ରୀ ରୁଚିକାଙ୍କ ଆତ୍ମହତ୍ୟା ପରେ ସଜାଗ ହୋଇ ଉଠିଛି ପ୍ରଶାସନ । ବିଳମ୍ବରେ ହେଲେ ବି ପ୍ରଶାସନର ନିଦ ଭାଙ୍ଗିଛି । ରାଗିଂ ଯୋଗୁ ରୁଚିକାଙ୍କ ଜୀବନ ଯାଇଥିବା ବେଳେ ବର୍ତ୍ତମାନ…

VIVO ଅଫିସ ଉପରେ ଇଡିର ଚଢାଉରେ ଚିହିଁକି ଉଠିଲା ଚୀନ, କହିଲା- କମ୍ପାନୀ ଉପରୁ ଲୋକଙ୍କ ଭରସା ତୁଟିବ

ବେଜିଂ: ଚୀନର ମୋବାଇଲ ନିର୍ମାତାକାରୀ କମ୍ପାନୀ ଭିଭୋ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଚଢାଉ କରିଛି। ଇଡିର ଏହି କାର୍ଯ୍ୟାନୁଷ୍ଠାନରେ ଚିହିଁକି ଉଠିଛି ଚୀନ। ଡ୍ରାଗନ କହିଛି, ଆଶା କରୁଛୁ ଭାରତର ଯାଞ୍ଚ…

ଭିଜିଲାନ୍ସ ଜାଲରେ ସୁପରଭାଇଜର: ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ିବସିଲା ଟିମ୍

ପୁରୀ(ଓଡ଼ିଶା ଭାସ୍କର): ଦିନକୁ ଦିନ ଦୁର୍ନତିଖୋର ଅପରାଧୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ପ୍ରତିଦିନ କେହି ନା କେହି ଅଧିକାରୀ ଧରାପଡୁଛନ୍ତି । ଏହାରି ମଧ୍ୟରେ ଭିଜିଲାନ୍ସ ଜାଲରେ ଫସିଛନ୍ତି ଖଦି ଗ୍ରାମୋଦ୍ୟୋଗ…

ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବେ ପ୍ରଦୀପ ପାଣିଗ୍ରାହୀ: ମୋଦୀଙ୍କୁ ପ୍ରଶଂସା କରି କହିଲେ ଏପରି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ରାଷ୍ଟ୍ରପତି ନିର୍ବାଚନ ଥିବା ବେଳେ ଏବେଠୁ ଜୋର ଧରିଛି ରାଜନୀତି । ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ବା ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କ ସମର୍ଥନ କରିବାକୁ ବିଜେଡ଼ି ହଁ କହିଥିବା ବେଳେ…